Education
-
ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇ ଲେ ନବରଙ୍ଗପୁର ହିତାଧିକାରୀ
ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପାଇଲେ ହିତାଧୁକାରୀ ନ ବ ର ଙ୍ଗ ପୁ ର, ୯/୮ : ପବିତ୍ର ରାଖୀ ପୂର୍ଣିମା ଅ ବ ସ…
Read More » -
ରେଳ ପ୍ରକଳ୍ପ ପାଇଁ ହେବ ଜମି ଅଧିଗ୍ରହଣ
ରେଳ ପ୍ରକଳ୍ପ ପାଇଁ ହେବ ଜମି ଅଧିଗ୍ରହଣ ବିଜ୍ଞପ୍ତି ପରେ ଅଞ୍ଚଳବାସୀ ଛାନିଆ ଗୁଣପୁର,ତ।:10/8 ଗୁଣପୁର-ଥେରୁବାଲି ନୂଆ ରେଳ ପ୍ରକଳ୍ପ ପାଇଁ ହେବ ଶେଷ ପର୍ଯ୍ୟାୟ ଜମି…
Read More » -
କୋଟିଆ ଆଦିବାସୀ ଙ୍କୁ ସବୁ ସୁବିଧା ମିଳିବ
କୋଟିଆବାସୀଙ୍କୁ ସବୁ ସୁବିଧା ମିଳିବ ଭୁବନେଶ୍ବର:10/8 କୋଟିଆ ବିବାଦ ଉପରେ ପ୍ରତିକ୍ରିୟା ରଖୁଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସେ କହିଛନ୍ତି, କୋଟିଆ ବିବାଦ ବିଷୟରେ ରାଜ୍ୟ…
Read More » -
ଗ୍ୟାସ୍ ସିଲିଣ୍ଡର ଫ।ଟି ଜଳିଗଲ। ଘର, ତିନି ଗୁରୁତର
ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର, ତିନି ଗୁରୁତର ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘରା ଏଥିରେ ତିନିଜଣ ଗୁରୁତର ହୋଇଥିବା ଜଣାଯାଇଛି ଏଭଳି ଅଭାବନୀୟ ଘଟଣା…
Read More » -
ଆସୁଅଛି ଏକ ଲଘୁଚାପ
ଆସୁଛି ଲଘୁଚାପ ବଙ୍ଗୋପସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି ଘୂର୍ଣ୍ଣିବଳୟ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ…
Read More » -
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା ପାଇଁ ବଡ ଘୋଷଣା କଲେ
କୋରାପୁଟ ଜୟପୁରକୁ ଗଡ଼ିବ ବନ୍ଦେ ଭାରତ ଜଯପୁର,ତ।:10/8 ଖୁବ୍ ଶୀଘ୍ର ଜୟପୁରରୁ ଭୁବନେଶ୍ବର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ . କୋରାପୁଟ ଜୟପୁର ସ୍ଥିତ ପେପର ମିଲ୍…
Read More » -
ଅଗଷ୍ଟ ୫ ତାରିଖରେ ପୃଥିବୀର ଘୂର୍ଣ୍ଣନ ଗତିରେ କିଛି ‘ଅଦ୍ଭୁତ’ ଘଟିଲା! ଏହା କ’ଣ ଏକ ବଡ଼ ଘଟଣାର ଚେତାବନୀ ସଙ୍କେତ?
ନୂଆଦିଲ୍ଲୀ, ୧୦/୦୮: ଅଗଷ୍ଟ ୫ ତାରିଖରେ ବୈଜ୍ଞାନିକମାନେ ଏକ ଅଜବ ଘଟଣା ଲକ୍ଷ୍ୟ କରିଥିଲେ। ଏହି ଦିନ ପୃଥିବୀର ଘୂର୍ଣ୍ଣନର ଗତି ସ୍ୱାଭାବିକ ଅପେକ୍ଷା ହ୍ରାସ ପାଇଥିଲା।…
Read More » -
ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ
ଭଞ୍ଜନଗର, ୦୯/୦୮ : ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ନାଇକଙ୍କ…
Read More » -
ଜୁଆ ଆଡ୍ଡା ଉପରେ ବେଲଗୁଣ୍ଠା ପୋଲିସ୍ ର ଚଢ଼ାଉ ; ଛଅ ଜୁଆଡି ଗିରଫ
ଭଞ୍ଜନଗର, ୦୯/୦୮ : ବେଲଗୁଣ୍ଠା ପୋଲିସ୍ ଶୁକ୍ରବାର ରାତିରେ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଛଅ ଜଣ ଜୁଆଡିଙ୍କୁ…
Read More » -
ବନ କର୍ମଚାରୀଙ୍କ ଦ୍ୱାରା କଇଁଛ ଶିକାରୀ ଗିରଫ ,୧୮ କଇଁଛ ଉଦ୍ଧାର
ମାଲକାନଗିରି,୯/୮: ମୋଟୁ ବନାଞ୍ଚଳ ଅଧିନସ୍ଥ ସାବେରୀ ନଦୀରେ ମାଛ ଧରିବା ବନଶି କଣ୍ଟାରେ ଆହାର ଗୁନ୍ଥି ୧୮ ଗୋଟି କଇଁଛକୁ ଶିକାର କରି ଧରିବା ଘଟଣା ମାଲକାନଗିରି…
Read More »