Mihir Sankar Patra (District Reporter) Nabarangpur
-
District
ଡାବୁଗାଁ ପୀଠରେ ରାମନାମୀ ସମାଜ ଦ୍ବାରା ନୂଆଁଖାଇ
ନବରଙ୍ଗପୁର: ଡାବୁଗାଁ ପୀଠରେ ରାମନାମୀ ସମାଜ ର ରାମ ଭକ୍ତ ମାନଙ୍କ ନୂଆଁଖାଇ ସମ୍ପନ୍ନ ହୋଇ ଯାଇଛି। ରାମ ଭକ୍ତ ଗୋବର୍ଦ୍ଧନ ବାବା ଙ୍କ ପୌରହିତ୍ୟରେ ପବିତ୍ର…
Read More » -
Nation
ଡାବୁଗାଁ ବ୍ଲକ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ
ଡାବୁଗାଁ, ୧୩/୦୮: ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଗାଁ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଜେପି ର…
Read More » -
Nawarangpur
ଡାବୁଗାଁ ରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଯୋଗଦାନ
ନବରଙ୍ଗପୁର, ୧୨/୦୮: ଡାବୁଗାଁ ବନାଞ୍ଚଳରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ରାମଚନ୍ଦ୍ର ଭତ୍ରା ଯୋଗଦାନ କରିଛନ୍ତି । ପୂର୍ବରୁ ସେ କୋରାପୁଟ ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟ ଏ.ଏସ.ଆଈ…
Read More » -
Nawarangpur
ଡାବୁଗାଁ ଠାରେ ଲକ୍ଷ୍ମୀ ମା’ଙ୍କର ଜନ୍ମମାସର ଶ୍ରବଣ ପରିକ୍ରମା ଉଦ୍ଯାପିତ
ଡାବୁଗାଁ, ୧୦/୦୮:ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମା ଉଦ୍ଯାପିତ। ଏକମାସ ଧରି ଚାଲିଥିବା ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମାରେ ଡାବୁଗାଁ ବ୍ଲକର…
Read More » -
Nawarangpur
ନନ୍ଦପୁରା ରେ SC ସମାଜର ଗୁରୁତ୍ୱପୂର୍ଣ ବୈଠକରେ ଜାନୁଆରୀ ୫ତାରିଖ କୁ ବାର୍ଷିକ ଉତ୍ସବ ପାଳନ ପାଇଁ ନିଆଁ ଗଲା ନିସ୍ବତୀ
ନବରଙ୍ଗପୁର, ୧୦/୦୮:ଆଜି ଅପରାହ୍ନ 3ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ର ନନ୍ଦପୁରା ଗ୍ରାମ ରେ SC ସମାଜର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକ…
Read More » -
Nawarangpur
ପବିତ୍ର ରକ୍ଷୀ ପୂର୍ଣ୍ଣିମା ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ*
ନବରଙ୍ଗପୁର, ୦୯/୦୮:ସଖାଳ ଠାରୁ ଚଳଚଞ୍ଚଳ ହୋଇ ଉଠିଛି ଡାବୁଗାଁ ଅଂଚଳ ପବିତ୍ର ରକ୍ଷୀପୂର୍ଣ୍ଣାମା ପାଇଁ। ଡାବୁଗାଁ ଅଞ୍ଚଳରେ ସଖାଳ ଠାରୁ ଭଉଣୀ ଭାଇର ଦୀର୍ଘାୟୁ କାମନା କରି…
Read More » -
Education
ଡାବୁଗାଁ ରେ ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲୁଗାଁ, ୦୭/୦୮: ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଚାଲ ସ୍କୁଲ ଯିବା ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନ 3ଘଣ୍ଟା…
Read More » -
Education
ଡାବୁଗାଁ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ
ନବରଙ୍ଗପୁର, ୦୬/୦୮: ଡାବୁଗାଁ ସରସ୍ବତୀ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ୍. ସତ୍ୟନାରାୟଣ ସୁବୁଦ୍ଧି ମେଳାକୁ ଉଦ୍ଘାଟନ…
Read More » -
Nawarangpur
ପ୍ରସିଦ୍ଧ ତଥା ଐତିହାସିକ କେଲିଆ ଶୈବପିଠ ରେ ବୋଲବମ ଭକ୍ତଙ୍କ ଭିଡ଼
ନବରଙ୍ଗପୁର, ୦୪/୦୮: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଚଚରାଗୁଡା ପଂଚାୟତ ରେ ଥିବା ପ୍ରସିଦ୍ଧ ତଥା ଐତିହାସିକ ଶୈବ ପିଠ ହେଉଛି କେଲିଆ ଶୈବ ପିଠ।…
Read More » -
Nawarangpur
ଜାମଗୁଡାରେ “କ୍ଷତ୍ରିୟ ବର୍ଣ୍ଣ” ର ବିଭିନ୍ନ ଗୋଷ୍ଠୀର ମିଳିତ ବୈଠକ ଅନୁଷ୍ଠିତ
ପାପଡାହାଣ୍ଡି, ୦୩/୦୮: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜାମଗୁଡା ଆର୍ ଏମ୍ ସି ହଲ୍ ରେ ହିନ୍ଦୁ ଧର୍ମ ଅନ୍ତର୍ଗତ ଚାରି ବର୍ଣ୍ଣ ମଧ୍ୟ ରୁ ଅନ୍ୟତମ କ୍ଷତ୍ରିୟ…
Read More »