Govinda Tripathy
-
ନନ୍ଦ।ହ।ଣ୍ଡି ବ୍ଳକରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ
ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ ନନ୍ଦାହାଣ୍ଡି, ୧୨/୯ ନନ୍ଦାହାଣ୍ଡି ବ୍ଳକ ଡଙ୍ଗରଭେଜା ପଞ୍ଚାୟତ ସମିତି କାର୍ଯ୍ୟାଳୟର ବୈଠକ ଗୃହରେ ବ୍ଳକର ୮୦ଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ନେଇ…
Read More » -
ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ଗସ୍ତ
ଗଣଶିକ୍ଷାମନ୍ତ୍ରୀଙ୍କ ଉମରକୋଟ ଗସ୍ତ ଉମରକୋଟ: ଉମରକୋଟ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା, ଅନୁସୂଚିତ ଜାତି ଓ…
Read More » -
ପରୀକ୍ଷ। ପ।ଇଁ ଗର୍ଭବତୀଙ୍କୁ ଧ।ଡି ଯନ୍ତ୍ରଣ।
ପରୀକ୍ଷା ପାଇଁ ଗର୍ଭବତୀଙ୍କୁ ଧାଡ଼ି ଯନ୍ତ୍ରଣା ନବରଙ୍ଗପୁର, ୧୨/୯: ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାରେ ପ୍ରତ୍ୟେକ ମାସର ୯ ତାରିଖରୁ ପ୍ରସବ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ମାଗଣାରେ ବିଭିନ୍ନ…
Read More » -
ଦିବ୍ୟାଙ୍ଗ ବୃଦ୍ଧ।ବୃଦ୍ଧଙ୍କୁ ବଦ୍ଧିତ ଭତ୍ତା ବଣ୍ଟନ
ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାଙ୍କୁ ବଦ୍ଧିତ ଭତ୍ତା ବଣ୍ଟନ ତେନ୍ତୁଳିଖୁଣ୍ଟି ୧୧/୯ : ଆଜି ତେନ୍ତୁଳିଖୁଣ୍ଡି ବ୍ଳକ ପରିସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ୪ ୪୦ ଜଣ…
Read More » -
ଅଧ୍ୟାପକ ସ୍ୱାମୀ ଓ ସହଯୋଗୀ ଙ୍କୁ ମହଙ୍ଗା ପଡିଲ। ସ୍ତ୍ରୀ ଓ ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତା ରେ ବୁଲ।ଇବ।
ଅଧ୍ୟାପକ ସ୍ଵାମୀ ଓ ସହଯୋଗୀଙ୍କୁ ମହଙ୍ଗା ପଡ଼ିଲା ସ୍ତ୍ରୀ ଓ ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ନିମାପଡ଼ା, ୧୧/୯ : ନିମାପଡ଼ା ଏନ୍ଏସି ଅଞ୍ଚଳରେ ମଙ୍ଗଳବାର…
Read More » -
କମୁଛି ଗୋସମ୍ପଦ ୧୦ବର୍ଷ ରେ ୬୬୫୮୦ ଗ।ଏବ
କମୁଛି ଗୋସମ୍ପଦ, ୧୦ବର୍ଷରେ ୬୬୫୮୦ ଗାଏବ ନବରଙ୍ଗପୁର, ୧୧/୯: ଜିଲ୍ଲାରେ ଦେଶୀ ଗାଈ, ଗୋରୁ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗିଛି। ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର…
Read More » -
ଚୋରକୁ ଧରି ପୋଲିସ କୁ ଜିମ। ଦେଲେ ଗ୍ରାମବ।ସୀ
ଚୋରକୁ ଧରି ପୋଲିସକୁ ଜିମାଦେଲେ ଗ୍ରାମବାସୀ ନବରଙ୍ଗପୁର, ୧୧/୯ ଗତରାତିରେ ଏକ ଚୋରକୁ ଧରି ଗ୍ରାମବାସୀ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି | ସୂଚନା ଅନୁଯାଇ…
Read More » -
ଶିକ୍ଷୟିତ୍ରୀଙ୍କ ଦାୟିତ୍ଵ ରେ ଅବହେଳା ତ।ଗିଦ। କଲେ ଆତ୍ମହତ୍ୟା ଧମକ
ଶିକ୍ଷୟିତ୍ରୀଙ୍କ ଦାୟିତ୍ୱରେ ଅବହେଳା, ତାଗିଦା କଲେ ଆତ୍ମହତ୍ୟା ଧମକ ନବରଙ୍ଗପୁର, ୧୧/୯ ସ୍କୁଲ କର୍ତ୍ତୃପକ୍ଷ ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡା ହାଇସ୍କୁଲ ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ କାର୍ଯ୍ୟରେ…
Read More » -
ଫେବ୍ରୁଆରି ୭ରୁ ଟ୍ଵେଣ୍ଟି -୨୦ ବିଶ୍ଵକପ
ଫେବ୍ରୁଆରି ୭ରୁ ଟ୍ରେଣ୍ଟି-୨୦ ବିଶ୍ୱକପ୍ ଦୁବାଇ, ୧୧/୯: ଆସନ୍ତାବର୍ଷ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୨୦୨୬ ଟେଣ୍ଟି-୨୦ ଲାଗି ଆଇସିସି ପ୍ରସ୍ତୁତି ଆରମ୍ଭ କରି ଦେଇଛି।…
Read More » -
ଧସିଲ। କମ।ର ବେଲ ଗ।ଅଁ। ପୋଲ
ଧସିଲା କମାରବେଲଗାଁ ପୋଲ ନନ୍ଦପୁର, ୧୧।୯ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଦେଇ ଯାଇଥିବା ଗେରୁପୁଟ–ସାଉନିପୁଜାରୀପୁଟ ଆର୍ଡି ରାସ୍ତାର କମାର ବେଲଗାଁ ପୋଲ ଟିଏ…
Read More »