Govinda Tripathy
-
ଓଡ଼ିଶା ରେ ମ।ଟି କ।ମୁଡିଯିବ ଆୟୁଷ୍ମାନ ଭାରତ
ଓଡ଼ିଶାରେ ମାଟି କାମୁଡିଯିବ ଆୟୁଷ୍ମାନ ଭାରତ ମାଇକାନଗିରି,24/9: ଏମିତି କିଛି ପୂର୍ବାନୁମାନ କଲେଣି ବିରୋଧୀ ଏବଂ ଅନେକ ହସପିଟାଲ କର୍ତ୍ତୃପକ୍ଷ । କାରଣ ଆୟୁଷ୍ମାନ ଭାରତରେ ଲୋକଙ୍କୁ…
Read More » -
୫୩ ବର୍ଷ ରେ ସ।ଉଥ୍ ଦୁର୍ଗାପୂଜ।
୫୩ ବର୍ଷରେ ସାଉଥ୍ ଦୁର୍ଗାପୂଜା ଆଜ୍ଞାମାଳ ଅଣାଯିବା ପରେ ୨୮ରୁ ପୂଜାପାଇବେ ମା’ ଦଶଭୁଜା ଜୟପୁର,୨୪/୯: ୫୩ ବର୍ଷରେ ପହଞ୍ଚିଛି ସ୍ଥାନୀୟ ସାଉଥ୍ ଦୁର୍ଗାପୂଜା ମହୋତ୍ସବ ।…
Read More » -
ଘରେ ପଶିଗଲ। ପ।ଣି, ପାର୍କିଂ ରେ ବୁଡିଗଲ। ଗ।ଡି
ଘରେ ପଶିଗଲା ପାଣି, ପାକିଂରେ ଅଧା ବୁଡ଼ିଗଲା ଗାଡ଼ି ଉମରକୋଟ, ୨୪/୯ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଲଘୁଚାପ ଜନିତ ଲଗାଣ ବର୍ଷା ହୋଇଛି! ଫଳରେ ଅନେକ…
Read More » -
ଅନ୍ଧାର ରେ ତେନ୍ତୁଳି ଖୁଣ୍ଟି ସଦର ମହକୁମାର
ଅନ୍ଧାରରେ ତେନ୍ତୁଳିଖୁଣ୍ଟି ସଦର ମହକୁମା ତେନ୍ତୁଳିଖୁଣ୍ଟି, ୨୪/୯: ତେନ୍ତୁଳିଖୁଣ୍ଟି ସଦର ମହକୁମା ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି ୯୦ ପ୍ରତିଶତ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ବେଳେ ଏହାକୁ ମରାମତି…
Read More » -
ଲଗ।ଣ ବର୍ଷ। ରେ ବେହ।ଲ ଦକ୍ଷିଣ ଓଡ଼ିଶା
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା ଉମରକୋଟ,୨୪/୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଉମରକୋଟ ସହର, ଲୋକଙ୍କ ଘର ଭିତରେ ପାଣି ପଶିଛି କିଛି ପାକିଂ…
Read More » -
ଦୁଇଦିନ ପରେ ସ୍କୁଲ ରୁ ଖୋଲ।ଗଲ। ତ।ଲ।
ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦୁଇଦିନ ପରେ ସ୍କୁଲରୁ ଖୋଲାଗଲା ତାଲା ମୈଦଲପୁର,୨୪/୯: ଜଣେ ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ଦୁଇଦିନ ଧରି ଅଭିଭାବକମାନେ ତାଲାବଦ…
Read More » -
ଦୁଇ ବ୍ରିଜ ଶେଷ ହେବ କେବେ
ଦୁଇ ବ୍ରିଜ ଶେଷ ହେବ କେବେ ତେନ୍ତୁଳି ଖୁଣ୍ଟି, ୨୪।୯ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରୁ ଇନ୍ଦ୍ରାବତୀ (ଖାତି ଗୁଡ଼ା ) କୁ ସଂଯୋଗ କରୁଥିବା…
Read More » -
(no title)
ନବରଙ୍ଗପୁରକୁ ବିଦେଶୀ ପକ୍ଷୀଙ୍କ ଆଗମନ ନବରଙ୍ଗପୁର,୨୪/୯: ନବରଙ୍ଗପୁରକୁ ସାଇବେରିଆନ୍ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭହୋଇଛି ଦୀପାବଳୀ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ନବରଙ୍ଗପୁରରେ…
Read More » -
ଶକ୍ତିପୀଠ ମ।ନଙ୍କ ରେ ସ୍ୱତନ୍ତ୍ର ପୂଜ।ଛନ।
ଶକ୍ତିପୀଠମାନଙ୍କରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ନବରଙ୍ଗପୁର, ୨୪/୯ ନବରାତ୍ର ପୂଜାର ପ୍ରତିକ୍ଷିତ ହେଉଛି । ମନ୍ଦିରରେ ହୋମଯଜ୍ଞ ଓ ସମସ୍ତ ମା କଟକ ଚଣା ମାତଙ୍ଗୀ ଦେଶରେ ଦର୍ଶନ…
Read More » -
ବିଦ୍ୟାଳୟର ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
ବିଦ୍ୟାଳୟ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ ମୈଦଲପୁର, ୨୪/୯: ପାପଡ଼ାହାଣ୍ଡି ବ୍ଳକ ମାଝିଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସମସ୍ୟାର ସମାଧାନ ହେଉନଥିବା ପ୍ରତିବାଦରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକରେ ତାଲା…
Read More »