DIstrictHealthKoraputNationOdishaPolitics

ଲମତାପୁଟ ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଲମତାପୁଟ, ୧୯/୦୭: ଲମତାପୁଟ ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଈ ପଡିଥବା ଦେଖିବାକୁ ମିଳିଛି! ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ୱ ରେ କୁଢ଼ କୁଢ଼ ଆବର୍ଜନା ପଡିରହିଥିବା ବେଳେ ମଶା ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି!ବାରମ୍ବାର ଏ ବିଷୟ ରେ ଅଭିଯୋଗ କଲେ ସୁଦ୍ଧା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ କୌଣସି କର୍ଣ୍ଣ ପାତ କରୁନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି!

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button