District

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଧାରଣାରେ ବସିଥିବା ବୁଆଲିଗୁଡ଼ା ଗାଁର ଆଦିବାସୀ ପରିବାର।

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଧାରଣାରେ ବସିଥିବା ବୁଆଲିଗୁଡ଼ା ଗାଁର ଆଦିବାସୀ ପରିବାର।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ନବରଙ୍ଗପୁର,,୬/୬

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅଧୀନ ବୁଆଲିଗୁଡ଼ା ଗାଁରେ ଜମିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଗାଁର ପତି ମାଝିଙ୍କ ବଂଶର ୩୦ ପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଟ ଲଗାଇ ଧାରଣାରେ ବସିଛନ୍ତି। ଗୁରୁବାର ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ କୌଣସି ସନ୍ତୋଷଜନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥୁବାରୁ ସେମାନେ ଧାରଣାରେ ବସିଥିବା ପରିବାର ଲୋକେ କହିଛନ୍ତି ।

ଗାଁରେ ଗୋଟିଏ ଅନୁସୂଚିତ ଜନଜାତି ବର୍ଗର ୩୫ ପରିବାର ୧୫ ଏକର ୭୫ ଡିସିମିଲ ଜମି ଦଖଲରେ ରଖ୍ ଚାଷ କରୁଛନ୍ତି। କିନ୍ତୁ ସେମାନଙ୍କ ଜମିରୁ ୨୦୧୨ରେ ୫ ଏକର ଭୂଦାନ ଯୋଜନାରେ କ।ର୍ଷିକ ଗୌଡ଼ଙ୍କ ନାମରେ ପଟ୍ଟା

ଥଶ୍ରୁନି ବୁଆଲିଗୁଡ଼ା ଗାଁର ଜମି ବିବାଦ

ଟିପଚିହ୍ନ ନେଇ ଭୂଦାନ ଯୋଜନାରେ କାର୍ଷିକ ୫ ଏକର ଜମି ପାଇଥିଲେ । କିନ୍ତୁ ପତି ମାଝିଙ୍କ ବଂଶର କେହି ମଧ୍ୟ ଏହା ଜାଣିନାହାନ୍ତି। ଏନେଇ ୨୦୨୦ରେ ତହସିଲ ଓ ଉପଜିଲ୍ଲାପାଳଙ୍କ

ନିକଟରେ ମାମଲା ରୁଜୁ ପରେ କାର୍ଷିକ ଓ ପତିଙ୍କ

ବଂଶର ସମସ୍ତଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସୁକଳା ଶିକ୍ଷିତ ଓ ନିଜ ନାମ ଲେଖୁବା ଜାଣିଛନ୍ତି।

ଏହି ଟିପ ଚିହ୍ନ ତାଙ୍କର ନ ଥିଲା ବୋଲି ସୁକଳା

ଉପଜିଲ୍ଲାପାଳଙ୍କ କୋର୍ଟରେ ବୟାନ ଦେଇଥିଲେ।

୨୦୨୩ରେ ସୁକଳାଙ୍କ ମୃତ୍ୟୁ ହୋଇଥିଲା। ଭୂଦାନ ଯୋଜନାରେ ମିଳିଥିବା ଜମି କାର୍ତିକଙ୍କ ସପକ୍ଷରେ ଯାଉଛି ବୋଲି ଏବେ ଉପଜିଲ୍ଲାପାଳ କହିଛନ୍ତି। ୫ ପିଢ଼ି ଧରି ଚାଷକରି ଜୀବିକା ନିର୍ବାହ କରିଥିବା ୩୫ ପରିବାର ଏବେ ଉକ୍ତ

ପୀତାମ୍ବର ମାଝୀ, ଲକିନାଥ ମାଝୀ, ଘନ ମାଝୀ, ପୀତବାସ ମାଝୀ, ଜଳଧର ମାଝୀ କହିଛନ୍ତି I

ସୂଚନାଯୋଗ୍ୟ, ମେ ୧୯ରେ ବୁଆଲିଗୁଡ଼ା ଗାଁର ଭୂଦାନରେ ଜମି ପାଇଥିବା ଗୌଡ଼ ପରିବାରର ୧୫ ଜଣ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ। ମାମଲାରେ ଜିଣିବା ପରେ ମଧ୍ୟ ଦାଖଲ କରି ରଖୁଥୁବା ଜମି ଛାଡୁନାହାନ୍ତି । ଗୌଡ଼ ପରିବାର ସପକ୍ଷରେ ଥିବା ମାମଲାକୁ ନେଇ ଉପଜିଲ୍ଲାପାଳ ତହସିଲଦାରଙ୍କୁ ଜମି ଚିହ୍ନଟ କରି ଗୌଡ଼ ପରିବାରଙ୍କୁ ପ୍ରଦାନ କରିବାକୁ କହିଥିଲେ । ପରବର୍ତ୍ତୀ ସମୟରେ ବିବାଦ ବଢ଼ିବାରୁ ପୁଣି ଗୌଡ଼ ପରିବାରର ଲୋକେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ସେମାନଙ୍କ ଜମି ପ୍ରଦାନ କରାଯାଉ ନାହିଁ। ଏ ନେଇ ଅତିରିକ୍ତ ଏସ୍‌ପି ଆଦିତ୍ୟ ସେନ ଓ ଗୌଡ଼ ପରିବାର ଲୋକେ ବସି ଆଲୋଚନା କରିଥିଲେ। ପୋଲିସ ଫୋର୍ସ ରଖ୍ ଜମି ମାପଚୁପ କରି ଭୂଦାନ ଜମି ଗୌଡ଼ ପରିବାରଙ୍କୁ ଦେଇ ଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button