District

ଲମତାପୁଟ ରେ ଗତକାଲି ସନ୍ଧ୍ୟା ସମୟ ରେ କାଳ ବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଥିଲା

ଲମତାପୁଟ ରେ ଗତକାଲି ସନ୍ଧ୍ୟା ସମୟ ରେ କାଳ ବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଥିଲା ପବନର ମାତ୍ରା ବେଳକୁବେଳା ବଢ଼ି ଚାଲିବାରୁ ସାଧାରଣ ରେ କୋକୁଆ ଭୟ ସୃଷ୍ଟି ହୋଇଥିଲା!ଲମତାପୁଟ ରୁ ମାଛକୁଣ୍ଡ ଯିବା ରାସ୍ତାରେ ଏକ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା ଫଳରେ ଯାନବାହାନ ଯାତାୟାତ ରେ ଅସୁବିଧା ପାରିଲିକ୍ଷିତ ହୋଇଥିବା ସୂଚନା ମିଳିଛି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button