ତଦନ୍ତ ପାଇଁ ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ତଦନ୍ତ ପାଇଁ ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ
ନିମ୍ନମାନର ରାସ୍ତା କାମ ଲକ୍ଷ୍ମୀପୁର ବ୍ଳକରେ ଦୁର୍ନୀତିର କଳାଛିଟା
ଗୋବିନ୍ଦ ତ୍ରିପାଠୀ ରିପୋର୍ଟ
କ।ମ ଅତ୍ୟନ୍ତ ନିମ୍ନ ଥିବା ସତ୍ତ୍ବେ ବିଲ୍ ପାସ୍ କରାଯାଉଛି। କେତେକ ସ୍ଥାନରେ ନୂଆ ରାସ୍ତା କାମ ସମାପ୍ତ ହେବା ପୂର୍ବରୁ ଫାଟି ଯାଇଥିବା ଦୃଶ୍ୟ ଦେଖ୍ ଲୋକେ ଏହାକୁ “ଦୁର୍ନୀତିର ଜୀବନ୍ତ ପ୍ରମାଣ” ବୋଲି ଅଭିହିତ କରିଛନ୍ତି। ଏହି ଗୁରୁତର ଅଭିଯୋଗକୁ ଭିତ୍ତି କରି ମାନ୍ୟବର ବିଧାୟକ ପବିତ୍ର ସାଉଁନ୍ଧା ସ୍ଵୟଂ ରାସ୍ତା କାମର ସ୍ଥଳ ପରିଦର୍ଶନ କରି ସତ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ସେ ନିମ୍ନମାନର କାମ ଦେଖୁ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସଂପୃକ୍ତ ଠିକାଦାରଙ୍କୁ କଢ଼ା ଭାଷାରେ ସଚେତନ କରିଥିଲେ।ବିଧାୟକ ମହୋଦୟ ସୃଷ୍ଟ କହିଥିଲେ ଯେ, ଲୋକଙ୍କ ଟଙ୍କାରେ ରେ ହେଉଥିବା ଉନ୍ନୟନ କାମରେ ଯଦି ଦୁର୍ନୀତି ପ୍ରମାଣିତ ହୁଏ, ତେବେ ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କଢ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ରାସ୍ତା କୋରାପୁଟ, ୪/୩:- ଲକ୍ଷ୍ମୀପୁର ବ୍ଲକରେ ଆର୍ଡି ବିଭାଗ କାମକୁ ପୁନଃ ଉନ୍ନତ ମାନରେ କରିବାକୁ ସେ ସଂପୃକ୍ତ ଦ୍ବାରା ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଦୁର୍ନୀତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଅଞ୍ଚଳବାସୀଙ୍କ ମତରେ, ହେଉଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଯଦି ଏହି ଦୁର୍ନୀତିର ସଠିକ ତଦନ୍ତ ହୁଏ, ତେବେ ବଡ଼ ଅସନ୍ତୋଷ ପ୍ରକାଶ ପାଇଛି। ସାନ କେଲାର ଠାରୁ ଘୋଟାଳାର ପର୍ଦାଫାସ ହେବ। ଲୋକେ ଦାବି କରିଛନ୍ତି ମଉଲକଣା, ବଡ଼ କେଲାର ଠାରୁ ଜାମିରି ଏବଂ ଯେ ରାସ୍ତା କାମରେ ହୋଇଥିବା ଅନିୟମିତତା ଉପରେ ସର୍ଗିଗୁଡ଼ା ଠାରୁ ତୁନପାର ରାସ୍ତାରେ ହେଉଥିବା କାମକୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କୁ କଢ଼ା ଶାସ୍ତି ଦେବ।ଲ।ଗି ଲୋକେ ଅଭିଯୋଗ କରିଛନ୍ତି ଯେ, କାଗଜରେ ଲେଖିକି ଦିଆଯାଉ, ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଉନ୍ନତ ମାନର କାମ ଦେଖାଯାଉଥିଲେ ମଧ୍ୟ, ପ୍ରକୃତରେ ତୀବ୍ର କରାଯିବ ବୋଲି ସତର୍କ ଏସଂପର୍କରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଲକ୍ଷାଧିକ ଟଙ୍କାର ବିଭାଗୀୟ ଜେଇ ଏବଂ ଏସ୍ ଡିଓ ଙ୍କୁ ଯୋଗାଯୋଗ ଘୋଟାଳା କରାଯାଉଛି।ଗ୍ରାମବାସୀଙ୍କ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିବ।ର ମିଳିଛି ।
ସୂଚନାନୁଯାୟୀ, ରାସ୍ତା ନିର୍ମାଣରେ ମାଟି, ଗିଟି ଓ ବିଟୁମିନ୍ର ଅତି ନିମ୍ନମାନର ଦେଖିବାକୁ ମିଳିଛି।



