
ନବରଙ୍ଗପୁର, ୩।୧୨ : ଜିଲ୍ଲାପାଳ ଡକ୍ଟର ମହେଶ୍ଵର ସ୍ଵାଇଁ ଙ୍କ ନିର୍ଦ୍ଦେଶ କ୍ରମେ ତଥା ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସ ଙ୍କ ନିର୍ଦ୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ତଥା ନବରଙ୍ଗପୁର ଅବକାରୀ ଥାନା ଅଧୁକାରୀ ଅଶେଷ କୁମାର ନାୟକ ଓ ବିଭାଗୀୟ କର୍ମଚାରି ମାନଙ୍କ ସହ ନବରଙ୍ଗପୁର ଥାନା ଅନ୍ତଗତ ପୁରୁଣାପାଣି ଗୁଡା ଗ୍ରାମରେ ଚଢ଼ାଉ କରି ଜଣେ ମହିଳା ଆସାମୀ ପ୍ରତିମା ଯାନୀ ନିକଟରୁ ୧୮(ଅଠର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା। ସେଭଳି ପୁରାଣାପାଣି ଗୁଡା ରେ ଜଣେ ପୁରୁଷ ଆସାମୀ ନିକଟରୁ ୧୫ (ପନ୍ଦର ) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା. ଚିଜ ଘକ୍ଟ – ୧୦୧/୨୦୨୫-୨୬ ଓ ଚଜ ଘକ୍ଟ – ୧୦୨/୨୯୨୫-୨୬ of Inspetor of Excise Nabarangpur Range ରେ ମକଦ୍ଦମା ରୁଜୁ କରାଗଲା।

କୋଡୀଙ୍ଗା ଥାନା ଅନ୍ତର୍ଗତ ସିରସୀ ଗ୍ରାମ ରାସ୍ତା ରେ ଜଣେ ମହିଳା ଆସାମୀ ବୃନ୍ଦାବତୀ ବିଷୋୟୀ ନିକଟରୁ ୧୩ (ତେର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ।
କୋଡୀଙ୍ଗା ଥାନା ଅନ୍ତର୍ଗତ ମୋଦିନ୍ୟାକଗୁଡା ଗ୍ରାମ ରାସ୍ତାରେ ଜଣେ ପୁରୁଷ ଆସାମୀ ବାବୁଲି ନୟାଜ ନିକଟରୁ ୧୮ (ଅଠର ) ଲିଟର ଚୋରା ଦେଶୀ ହାତରନ୍ଧା ମଦ ଜବତ କରାଗଲା ।
ନବରଙ୍ଗପୁର ଥାନା ଅନ୍ତର୍ଗତ ପିପଲଗୁଡା ନିକଟରେ ଜଣେ ପୁରୁଷ ଆସାମୀ ସୁଶାନ୍ତ ମିର୍ଗାନ ନିକଟରୁ ୧୭ (ସତର) ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଗୋଟିଏ TVS XL Moped ଜବତ କରାଗଲା. Oସୟର ଚଜ ଘକ୍ଟ – ୨୬୦/୨୦୨୫-୨୬, ୨୬୧ ୨୦୨୫-୨୬ ଓ ୨୬୨% ୨୯୨୫-୨୬ କ୍ଟଲ ନବରଙ୍ଗପୁର ଅବକାରୀ ଥାନା ଅଧୁକାରୀ ମକଦମା ରୁଜୁ କରିଛନ୍ତି। ସମସ୍ତ ୫ ଜଣ ଆସାମୀ ମାନଙ୍କୁ ମାନ୍ୟବର ଝଉଔଗ ଙ୍କ ଅଦାଲତ ରେ ହାଜର କରାଗଲା, ଏହି ଚଢାଉ ରେ ରଞ୍ଜୀ ଯାନୀ, ରିସମା ସୁନା, ସୁଧାଂଶୁ ଶେଖର ବାଘ, ଅକ୍ରମ ଖାନ, ଉମେଶ ହରିଜନ ଓ ସଦା ଶିବ ଭତରା ସହଯୋଗ କରି ଥିଲେ ।