District

ତେନ୍ତୁଳି ଖୁଣ୍ଟି ଇ.ଆ.ସି ତରଫରୁ ସଡକ ସୁରକ୍ଷା ଅଭିଯାନ

ତେନ୍ତୁଳୀଖୁଣ୍ଟିରେ ଇ.ଆଇ.ସି ତରଫରୁ ସଡ଼କ ସୁରକ୍ଷା ଅଭିଯାନ

ତେନ୍ତୁଳିଖୁଣ୍ଟି, ୧୭/୧୧

ତେନ୍ତୁଳୀଖୁଣ୍ଟି ରେ ସ୍ଥାନୀୟ ପୋଲିସ ସହାୟତା ରେ ବିଭିନ୍ନ ସ୍ଥାନରେ ଗାଡି ଚାଳକ ମାନଙ୍କୁ ଅଟକାଇ ହେଲମେଟ ପିନ୍ଧି ଗାଡି ଚଳାଇବା, ଦୁଇ ଚକିଆ ଗାଡ଼ିରେ ହେଲମେଟ ପିନ୍ଧି ଦୁଇ ଜଣରୁ ଅଧିକା ନବସିବା, ଚାରିଚାକିଆ ଗାଡି ଚଳାଇବା ବେଳେ ସିଟ ବେଲ୍ଡ ବାନ୍ଧିବା, ଗାଡିର କାଗଜ ପତ୍ର ନିଜ ପାଖରେ ରଖିବା, ମଦ୍ୟପାନ କରି, ମୋବାଇଲ ଫନ ଧରି, ଗାଡିର ଗତି ଚାଳିଶରୁ ଅଧିକ ନ ରଖିବା, ହେଲମେଟ ପିନ୍ଧି ଗାଡିଚଳାଉଥିବା ଚାଳକ ମାନଙ୍କୁ

ଗୋଲାପଫୁଲ ଦେଇ ସଚେତନତା ପତ୍ର ଦେଇଉତ୍ସାହିତ କରୁଥିବା ଦେଖୁବାକୁ ମିଳିଥିଲା । ଉକ୍ତ ସଂସ୍ଥା ଦ୍ବାରା ବିଭିନ୍ନ ଅଞ୍ଚଳ ରେ ବାରମ୍ବାର ସଚେତନତା ଯୋଙ୍ଗୁ ର ଅନେକ ଗାଡିଚାଲକଙ୍କ ସୁଧାର ଆସୁଥିବା ନଜରକୁ ଆସିଛି । ଏଥିରେ ଟିମ ଲିଡର ଭାବେ ଚକ୍ରଧର ମହାରଣା, ରାଜେଶ ସାହୁ, ଏକାଦଶୀ ପରିଡା, ଗଦାଧର ମହାରଣା, ମୃତ୍ୟୁଞ୍ଜୟ ମୁଦୁଲି ଓ ଶଙ୍କର ମହାପାତ୍ର ପ୍ରମୁଖକ ଙ୍କ ସହଯୋଗ ରେ ବିଭିନ୍ନ ସ୍ଥାନ ରେ ସଡ଼କ ସୁରକ୍ଷା ସଚେତନତା କରାଯାଇଥିଲା।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button