
ରାମନାଗୁଡ଼ା ବ୍ଲକ ସାନ କୁଜେନ୍ଦ୍ରି ଠାରେ ମହା ଯଜ୍ଞ ଅସ୍ତ ବାର୍ଷିକ ସାନ କୁଜେନ୍ଦ୍ରି ପ୍ରାଙ୍ଗଣରେ କଥା ବ୍ୟାସ ଶ୍ରୀ କୁନି ପ୍ରବଚନ ଦ୍ଵିତୀ କୃଷ୍ଣ ଏବଂ ଶ୍ରୀ ଦିବାକର ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା.
୨୨-୧୦-୨୦୨୫ ସନ୍ଧ୍ୟା ୬ ଘଣ୍ଟା ସମୟରେ ଅଧିବାସ ହୋଇଥିଲା
୨୩-୧୦-୨୦୨୫ ଠାରୁ ୨୯-୧୦-୨୦୨୫ କୁନି ପ୍ରବାହନ ଅନୁଷ୍ଠିତ ହୋଇଥିଲା.
୨୦୧୮ ରୁ ୨୦୧୫ ପର୍ଯ୍ୟନ୍ତ ୮ ବର୍ଷ ହେଲା ଭାଗବତ ସପ୍ତାହ ଚାଲିଛି. ଏଠାରେ ପରାୟଣ ହୋମ ନାମ ସଂକୀର୍ତନ ପ୍ରସାଦ ସେବନ ବ୍ୟବସ୍ତା ହୋଇଥିଲା.
ମୁଖ୍ୟ ଅତିଥି ରବିଶଙ୍କର ଗମଙ୍ଗ, ଅଦକ୍ଷ ରାମନାଗୁଡ଼ କୁଜେନ୍ଦ୍ରି ସରପଂଚ ରମେଶ ସବର, ବନମାଳୀ ଗମଙ୍ଗ ଜିଲ୍ଲା ସମ୍ପାଦକ, ଚୈତନ୍ୟ ଗମଂଗ, ବୃନ୍ଦାବନ ଗୌଡ଼, ଦଶରଥ ସବର, ଦେବରାଜ ଗମଂଗ, ଇଶ୍ୱର ସବର ବାଳକୃଷ୍ଣ ବେହେରା, G ରମେଶ, V ଆନନ୍ଦରାଜୁ, V ଚିରଞ୍ଜିବି, ସ୍ଵର୍ଣ୍ଣଲତା ଗମଂଗ, ମନାରାମ ପାଟିକ, ମୀନତି କର, ବସନ୍ତ ଗୌଡ଼ ଏବଂ ଆଦିତ୍ୟ ବାହିନୀ ସତ୍ସଙ୍ଗ ମଣ୍ଡଳୀ ସାନ କୁଜେନ୍ଦ୍ରି ସହଯୋଗ କରିଥିଲେ