
କୋରାପୁଟ, ୦୩/୧୦: କୋରାପୁଟ ଜିଲ୍ଲା, ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତର କଂଗ୍ରା ଗ୍ରାମ ସ୍କୁଲ ପାଖରେ ଥିବା ବଡ଼ ନିଲଗିର୍ ଗଛର ଗୋଟିଏ ବଡ଼ ଶାଖା (କାନ୍ଦି) ଭାଙ୍ଗି ଶ୍ରୀ ମନୋଜ କୁମାର ନନ୍ଦିବାଲିଙ୍କ ଘର ଉପରେ ପଡ଼ି,ତାଙ୍କ ଘରର ଚପର ଓ ଜିନିଷପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଏହି ଗଛ ବହୁତ ଜୀର୍ଣ୍ଣ ଓ ଅସୁରକ୍ଷିତ ଅବସ୍ଥାରେ ରହିଛି।ପାଖପାଖରେ ଅନେକ ଘର ଥିବାରୁ, ଆଗାମୀ ଦିନରେ ବଡ଼ ଦୁର୍ଘଟଣା ଘଟିବାର ଭୟ ଗ୍ରାମବାସୀଙ୍କ ମନରେ ଗଭୀର ଭାବରେ ଅଙ୍କିତ ହୋଇଛି।ଅତେଇ ଆମର ଅନୁରୋଧ: ଶୀଘ୍ରତରେ ପ୍ରଶାସନ ବନ ବିଭାଗ ଗ୍ରାମପଞ୍ଚାୟତ ଉଚିତ ବ୍ୟବସ୍ଥା ନିଇ, ଏହି ଗଛକୁ କାଟିବା କିମ୍ବା ସୁରକ୍ଷା ବ୍ୟବସ୍ଥା କରାଯାଉ, ଯାହା ପଳରେ ବର୍ଷା ହେବାରୁ ଗ୍ରାମବାସୀଙ୍କୁ କୌଣସି ଅପମୃତ୍ୟୁ କିମ୍ବା କ୍ଷତି ହେବାକୁ ନପଡ଼େ ବୋଲି ସମସ୍ତ ଦାବି।