District

ବିଶ୍ବ ପରିବାରର କଲ୍ୟାଣ ଉଦ୍ଦେଶ୍ଯ ରେ ପୂଜାପାଠ

ବିଶ୍ବ ପରିବାରର କଲ୍ୟାଣ ଉଦ୍ଦେଶ୍ୟରେ ଯଜ୍ଞ

ନବରଙ୍ଗପୁର, ୨୯/୯: ସ୍ଥାନୀୟ ତାରାଗାଁସ୍ଥିତ ରଶ୍ମି ରଞ୍ଜନ

ସିଦ୍ଧାଶ୍ରମରେ ଆଶ୍ରମ ଅଧ୍ୟକ୍ଷଙ୍କ କର୍ତ୍ତୃତ୍ବ, ତିରୁପତି ମିଶ୍ର ଓ ଶେଷ ଦେବ ବ୍ରହ୍ମାଙ୍କ ପୌରହିତ୍ୟରେ ବିଶ୍ବ ପରିବାରର କଲ୍ୟାଣ ଉଦ୍ଦେଶ୍ୟରେ ପରିବାର କଲ୍ୟାଣ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞତ୍ସବରେ ନବରଙ୍ଗପୁର ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଆଶ୍ରମ ସଭାପତି ନାରାୟଣ ପଣ୍ଡା ଓ ବରଗଡ଼ ରାମ ମନ୍ଦିରର ପୂର୍ବତନ ବରିଷ୍ଠ ବ୍ୟବସ୍ଥାପକ ଜଗଦୀଶ ଚନ୍ଦ୍ର ପାଢୀ ଉପସ୍ଥିତ ରହି ମାର୍ଗଦର୍ଶନ କରିଛନ୍ତି। ନବରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଂପାଦକ ବଳରାମ ଛୁଆଳସିଂହ, ସନ୍ତୋଷ କୁମାର ପାତ୍ର, ଶିଖା ପାତ୍ର, ରଶ୍ମି ପ୍ରଭା ପୂଜାରୀ, ଝୁନୁ ହଡପ, ସୁଧାଂଶୁ ଭତ୍ରା, ଅର୍ଜୁନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ନୂତନାନନ୍ଦ ପାଢ଼ୀ, ଇନ୍ଦୁମତୀ ପାଢ଼ୀ, ବିକାଶ ରଞ୍ଜନ ପାଢୀ ପ୍ରମୁଖ ବିଶ୍ଵ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଯଜ୍ଞାହୁତି ପ୍ରଦାନ କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button