District

ଭ।ରତ ଓ ଜ।ପ।ନ ବିକ।ଶର ଦ୍ବିପାକ୍ଷିକ ଆଲୋଚନ।ରେ ନବରଙ୍ଗପୁରର ସଞ୍ଜୟ ପଣ୍ଡା ଜିଲ୍ଲା ର ଅର୍ଥନୌତିକ ଓ ସ।ମ।ଜିକ ପ୍ରଗତି ପଥରେ ସହାୟକହେବ ଏଗଂ। ଫ।ଉଣ୍ଡେ ଶନ

ଭାରତ ଓ ଜାପାନ ବିକାଶର ଦ୍ବିପାକ୍ଷିକ ଆଲୋଚନାରେ ନବରଙ୍ଗପୁରର ସଞ୍ଜୟ ପଣ୍ଡା ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ପ୍ରଗତି ପଥରେ ସହାୟକ ହେବ ଏଙ୍ଗା ଫାଉଣ୍ଡେଶନ

ନବରଙ୍ଗପୁର, ନୂଆଦିଲ୍ଲୀ ସ୍ଥିତ ଜାପାନ ଦୂତାବାସ ବାସରେ ‘ ୫ ଟ୍ରିଲିୟନ,ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟ ରଖୁଥିବା ଭାରତରେ ଦାରିଦ୍ର୍ୟ ସ୍ଥିତି ଓ ଦୂରୀକରଣ’ ବିଷୟ ଆଧାରିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଦ୍ଵିପାକ୍ଷିକ ବୈଠଳରେ ଭାରତ ଓ ଜାପାନରେ ଅବସ୍ଥିତ ବିଭିନ୍ନ ଜାପାନୀ ନିଗମର ୨୫୦ରୁ ଅଧିକ ପ୍ରତିନିଧୁ ଯୋଗ ଦେଇଥିଲେ । ଏହି ଅବସରରେ ଏଙ୍ଗା ଫାଇଣ୍ଡେସନ୍ ଫର୍ ସୋସିଆଲ ଡେଇଲପମେଣ୍ଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶନ ସଞ୍ଜୟ ପଣ୍ଡା ନିଜ ଆକର୍ଷଣୀୟ ଉପସ୍ଥାପନା ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧୁଷିତ କେବିକେ ଅଞ୍ଚଳରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସାମାଜିକ ସମାନତାକୁ ଗୁରୂତ୍ବ ଦେଇ ଏହା ଫାଉଣ୍ଡେସନ୍ ସମାଜର ଗରିବ ଶ୍ରେଣୀର ଲୋକଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖୁଛି । ନବରଙ୍ଗପୁର ଜିଲ୍ଲାର ଆକାଂକ୍ଷା ବ୍ଲକ ତେଗୁନିଖୁଣ୍ଟି କୂଳର କ୍ଷେତ୍ର ପରିଦର୍ଶନରୁ ସଂଗୃହୀତ ଅନୁଭୂତି ଓ ଏଙ୍ଗା ଫାଉଣ୍ଡେସନର ପ୍ରୟାସ ତଥା ସ୍ଥାନୀୟ ହିତାଧୁକାରୀଙ୍କ ସହଭାଗିତା ସମ୍ପର୍କରେ ଶ୍ରୀ ପଣ୍ଡାଙ୍କ ପ୍ରଭାବଶାଳୀ ଦସ୍ତନ୍ୟ ସମସ୍ତଙ୍କୁ ଅତ୍ୟନ୍ତ ପ୍ରଭାବିତ କରିଥିଲା । ଏହି ଅବସରରେ ଆଦିବାସୀ ଅଶୁଷିତ ଜିଲ୍ଲା

ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ପଣ୍ଡା ନବରଙ୍ଗପୁରରୁ ଆନ୍ତର୍ଜାତୀୟ କରିଡର ପର୍ଯ୍ୟନ୍ତ ନିଜ ଯାତ୍ରା ସମ୍ପର୍କରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ: କରିଥିଲେ | ସେ ନବରଙ୍ଗପୁରରୁ ଶିକ୍ଷା ସମାପ୍ତି ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଜାପାନୀ ଭାଷାରେ ଶିକ୍ଷାଲାଭ କରିଥିଲେ। ଜାପାନ ସରକାରଙ୍କ ଠାରୁ ଛାତ୍ରବୃରି ଲାଭକରି ଟୋକି ଓ ସ୍ଥିତ ଗାଳ ଗେଜ ବିଶ୍ଵବିଦ୍ୟାଳୟରେ ଅଧୟନ କରିବାର ସୁଯୋଗ ପାଇଥିଲେ । ତତ୍ର ପରେ ବ୍ୟାଙ୍କ୍ ଅଫ୍ ଟୋନିଓ ମିଡଶୁଡିସିରୁ ନିଜ

ବୃଦ୍ଧିଗତ ଜୀବନ ଆରମ୍ଭ କରି ଟାଟା କନସଲଟାନ୍ତି ସର୍ଭିସେସ ଭଳି ବିଭିନ୍ନ ରଜ ସ୍ତରୀୟ କମ୍ପାନୀରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ସାମାଜିକ ଉନ୍ନତି ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଏଟ୍ ଫାଉଣ୍ଡେସନ ମାଧ୍ୟମରେ କେବିକେ ଜିଲ୍ଲାର ବିକାଶ ଶ୍ରୀ ପଣ୍ଡାଙ୍କ ମହତ୍ତ୍ଵପୂର୍ଣ ଲକ୍ଷ୍ୟ ରହିଛି । ଜାତୀୟ ସ୍ତରରେ ଜାତୀୟ ପ୍ରଗତିର ସଂକ‌ ନେଇ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ଏଙ୍ଗା ଫାଉଣ୍ଡେସନ୍‌ ଦ୍ଵାରା

କେବିକେ ଅଞ୍ଚଳରେ ସିଏସଆର ପାଣ୍ଠି ବିନିଯୋଗ କରି ଶୈକ୍ଷିକ,ଅର୍ଥନୈତିକ ପ୍ରଗତି ଓ ସାମାଜିକ ବିକାଶ କରିବାକୁ ଶ୍ରୀ ପଣ୍ଡା ଗୁରୁତ୍ବ ଆରୋପ କରିଛନ୍ତି । ଏଙ୍ଗା ଫାରଣ୍ଡେସନକୁ ସ୍ଥାୟୀ ବିକାଶରେ ସମର୍ପିତ ଏହି ବିଶ୍ଵ ସ୍ତରୀୟ ବୈଠକରେ ସୂଯୋଗ ପ୍ରଦାନ କରିଥିବାରୁ ଫାଉଣ୍ଡେସନର ନିର୍ଦ୍ଦେଶକ ସଞ୍ଜୟ ପଣ୍ଡା ‘ଜାପାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଶ ଇଣ୍ଡିଆ’ (ଜେସିସିଆଇଆଇ)କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button