DistrictKoraput

ନନ୍ଦପୁର ବ୍ଲକରେ ୭ଦଫା ଦାବିକୁ ନେଇ ଧାରଣାରେ ମହିଳା କର୍ମଚାରି।

କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ସମ୍ମୁଖରେ ଆଜି ଜି .ପି .ଏଲ.ଏଫ. କର୍ମି ୭ ଦଫା ଦାବିକୁ ନେଇ ଧାରଣାରେ ବସିଛନ୍ତି। ବ୍ଲକର 23ଟି ଗ୍ରାମପଞ୍ଚାୟତର ସମସ୍ତ କର୍ମଚାରୀମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ସଂଘର ନିଷ୍ପତି ଅନୁସାରେ ଯେପର୍ଯ୍ୟନ୍ତ ଜିଲ୍ଲା କିମ୍ବା ରାଜ୍ୟ ସରକାର ପକ୍ଷରୁ ଦାବିଗୁଡିକର ସମାଧାନ ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି।

ସମସ୍ତଙ୍କ ନିଷ୍ପତି ଦେଖାଯାଉ କେତେ ଶୀଘ୍ର ଆଶା ପୁରଣ ହେବ ତାହାକୁ ନେଇ ସରକାରଙ୍କ ନିକଠରେ ଅପେକ୍ଷା ଜଦିବି ନହୁଏ ତାହେଲେ ଆଗାମୀ ଦିନରେ ରାଜଧାନିରେ ଯାଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button