
କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ସମ୍ମୁଖରେ ଆଜି ଏମ୍ବିକେ, ସିଆରପି, ପ୍ରାଣୀ ମିତ୍ର ଓ କୃଷି ମିତ୍ରମାନେ ୭ ଦଫା ଦାବିକୁ ନେଇ ଧାରଣାରେ ବସିଛନ୍ତି। ବ୍ଲକର ୧୭ଟି ଗ୍ରାମପଞ୍ଚାୟତର ସମସ୍ତ କର୍ମଚାରୀମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି

ସଂଘର ନିଷ୍ପତି ଅନୁସାରେ ଯେପର୍ଯ୍ୟନ୍ତ ଜିଲ୍ଲା କିମ୍ବା ରାଜ୍ୟ ସରକାର ପକ୍ଷରୁ ଦାବିଗୁଡିକର ସମାଧାନ ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି। ସମସ୍ତଙ୍କ ନିଷ୍ପତି ଦେଖାଯାଉ କେତେ ଶୀଘ୍ର ଆଶା ପୁରଣ ହେବ ତାହାକୁ ନେଇ ସରକାରଙ୍କ ନିକଠରେ ଅପେକ୍ଷା ।