ଅଣ୍ଡ। ବଦଳରେ ପିଲ।ମ।ନେ ଖ।ଉଛନି ପ।ଣି ଆ ଡ।ଲି ଶିକ୍ଷକଙ୍କ ବିରୁଦ୍ଧ ଦୃଢ କାର୍ଯ୍ୟାନୁଷ୍ଠାନ
ଅଣ୍ଡା ବଦଳରେ ପିଲା ଖାଉଛନ୍ତି ପାଣିଆ ଡାଲି
ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ
ରାଇଘର, ୨୧/୯- ଅଣ୍ଡା ବଦଳରେ ମଧ୍ୟଳ ଭୋଜନରେ ପିଲାଙ୍କୁ ଦିଆ ଯାଉଛି ପାଣିଆ ନାଲି ତାହାପୁଣି ସରକାରୀ ବିଦ୍ୟାଳୟରେ, ଛାତ୍ର ଛାତ୍ରୀ ଙ୍କ ପାଇଁ ସୋମବାର, ବୁଧ ବାର, ଶୁକ୍ରବାର ଏହି ତିନିଦିନ ଅଣ୍ଡା ଦେବାର ବ୍ୟବସ୍ଥା ରହିଥିଲା ବେଳେ କେତେକ ଜାଗାରେ ସମାନ ଦିନରେ ଅଶା ଦେଉନ ଥିବାର ଚିତ୍ର ଦେଖିବାକୁ ମିଳେ, ଛାତ୍ର ଛାତ୍ରୀ ଙ୍କ ଉତ୍କଳ ଭବିଷ୍ୟତ ଗଢିବା ପାଇଁ ଆଗକୁ ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଥିବା ବେଳେ ଶିକ୍ଷକ ଙ୍କ ଖାମ ତିଆଳି ଯୋଗୁଁ ଛାତ୍ର ଛାତ୍ରୀ ଏହି ସବୁ ଯୋଜନା ରୁ ବାଦ ପଡ଼ୁଳ ଦେଖିବାକୁ ମିଳୁଛି ସରକାରୀ ବିଦ୍ୟାଳୟ ରେ ଅଶା, ଫଳ, ମିଠା, ପନିପରିବା, ସୋୟାବିନ ବଢି ଆଦି ଦେବାର ବ୍ୟବସ୍ଥା ରହିଛି କିନ୍ତୁ ତାହା ପିଲା ଙ୍କ ପାଖେ ପହଞ୍ଚି ପାରୁନାହିଁ ଉପାନ୍ତ ଅଂଚଳରେ ଶିକ୍ଷା ବିଭାଗର ବିଜକ ଚିତ୍ର ସାମନକୁ ଆସିଛି ମାଣ୍ଡିଆବେତା ପ୍ରାଥମିକ ବିଦ୍ୟାଳୟ ରେ ସୂଚନା ଅନୁସାର ରାଇଘର ବ୍ଲକ ହାତୀଗାଁ ପଂଚାୟତ ଯାହା ରାଇଘର ଠାରୁ
୨୨ କିଲୋମିଟର ଦୂର ଦୁର୍ଗମ ଅଞ୍ଚଳ ଏହି ହାତୀଗାଁ ପଂଚାୟତ
ଇ ମାଣ୍ଡିଆଦେବା ପ୍ରାଥମିକ ବିଦ୍ୟାଳୟ ରେ ଶୁକ୍ରବାର ଦିନ ଛାତ୍ର ଛାତ୍ରି ଟୁ ମଧ୍ୟାନ୍ନ ଭୋଜନ ରେ ଅଣ୍ଡା ଦେବାର ବ୍ୟବସ୍ଥା
ରହିଥିବା ବେଳେ ପିଲାମାନଙ୍କୁ ଅଣ୍ଡା ନ ଦେଇ ଦିଆ ଯାଇଛି ପାଣିଆ ବୋଲି ଏହି ଚାଲି ଭିତରେ ପନିପରିବ ଦୂରର କଥା ଆକୁ ଗୋଟେ ପଡ଼ିନଓ୍ୱାର ଦେଖିବାକୁ ମିଳିଥିଲା । ଏହି ବିଷୟରେ ପ୍ରଧାନ ଶିକ୍ଷକ ବିଲୀଯ କୁମାର ଗଣ୍ଡ ଙ୍କୁ ପଚାରିବାରୁ ତାଙ୍କ କିଛି ଉତ୍ତର ନ ଦେଇ ଚୁପ ରହିଥିଲେ, ରୋଷେୟା ଙ୍କୁ ପଚାରିବାରୁ ରୋଷେଲୟା ହସିକି କହିଲେ ପ୍ରଧାନ ଶିକ୍ଷକ ଚାରି ରୋଷେଇ କରିବାକୁ କହିବାକୁ ମୁ ଡାଲି ରୋଷେଇ କରିଛି ବୋଲି କହି ଥିଲେ, ସହକାରି ଶିକ୍ଷକ ରମେଶ ଗଣ ମଧ୍ୟ ଚୁପ ରହିଥିଲେ ଏହି ବିଷୟରେ ହେଡ଼ ସାର ଜାଣି ଛରି ମୁ କିଛି ଜାଣିନି ବୋଲି ସହକାରୀ ଶିକ୍ଷକ ଜଣକ କହିଲେ, ପରେ ଏହି ବିଷୟରେ ବ୍ଲକ ଶିକ୍ଷା ଅଧୁକାରୀ ବିକାଶ ଚନ୍ଦ୍ର ରାୟ ଜଣେଇବାକୁ ଏହା ବହୁତ ଦୁଃଖର ବିଷୟ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।