ଏମକେସିଜି ରେ ପୁଣି ଡାକ୍ତର ଓ ନ୍ସ ଅଫିସର ମହ।ମୁହି
ଏମ୍କେସିଜିରେ ପୁଣି ଡାକ୍ତର ଓ ନସିଂ ଅଫିସର ମୁହାଁମୁହିଁ
ବ୍ରହ୍ମପୁର ୧୭/୯: କିଛିମାସର ବ୍ୟବଧାନ ପରେ ଏମକେସିଜି ମେଡ଼ିକାଳ କଲେଜ ଓ ହସପିଟାଲରେ ଡ଼ାକ୍ତର ଓ ନର୍ସି ଅଫିସର ମଧ୍ୟରେ ପାଳିଗୁଣ୍ଡ ନେଇଛି ! ଟିକିତ୍ସାକୁ କେନ୍ଦ୍ର କରି ମଙ୍ଗଳନାଥ ମେଡିକାଲ ପରିସରସ୍ଥ ଫିଏମଏସଏସଇ
ମେଡ଼ିକାର ନ୍ୟୁରୋଲୋଜି (ଖୟୁ) ବିଜଗ ପାଞ୍ଚରୁ ପ୍ରତି ସପ୍ତାହରେ ମଙ୍ଗଳଦାର ଓ ଶୁକ୍ରବାର ଓପିଡ଼ି ବିକିତ୍ସା ବ୍ୟବସ୍ଥା ରହିଛି । ଏହି ଦିନରେ ମେଡ଼ିକାଲର ବିଭିନ୍ନ ବିରସ ରୋମାଳ ସମେତ ବହୁ ଜିଲ୍ଲାର ଶତାଧନ ରୋଗୀ ଖୟୁ ଜନିତ ସମସ୍ୟାର ଚିକିସ୍ତା
ନ୍ୟୁରୋଲୋଜି ଓପିଡିରେ ଦେଢ଼ ଘଣ୍ଟା ପାଟିତୁଣ୍ଡ
ହୋହଲ୍ଲାରୁ ସାଧାରଣ ରୋଗୀଙ୍କ ଚିକିତ୍ସାରେ ବାଧା
କୋଠାରେ ଥିବା ଇଂଗୋଲୋଜି ବିଭାଗର ଓପିଡ଼ିଲେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦିଭାଗରେ ଚାର୍ଗ ଦେଢ଼ ଘଣ୍ଟା ଧରି ଏଇଳି ଅପ୍ରତିକର ପରିସ୍ଥିତି ଲାଗି ରହିଥିଲା। ମେଡ଼ିକାଲର କର୍ମଚାରୀ ତଥା ହାରଜ ଓ ନସିଂ ଅଫିସରଙ୍କ ଦୋହ କାରଣକୁ ସାଧାରଣ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିବା ବହୁ ରୋଗୀ ଅଭିଯୋଗ କରିଛନ୍ତି ସୂଚନାଯୋଗ୍ୟ ଯେ, ଏମ୍ଡେସିଛି
ନିମନ୍ତେ ଆସିଆନ୍ତି ଏଭଳି ଭାବେ ପ୍ରତି ଏପିଡ଼ି ଦିନ ବିଭାଗରେ ୩୦୦ରୁ ୩୫୦ଜଣ ରୋଗୀ ଚିକିତ୍ସିତ ହୋଇଥାନ୍ତି । ସେହିପରି ମଙ୍ଗଳକାର ବିଭାଗ ପକ୍ଷରୁ ଓପିଡ଼ି ବିକିତ୍ସା ଚାଲିଥିବା ବେଳେ ରକ୍ତ ବିଭାଗ ଇନ୍ସ୍କୋର ଦାୟିହରେ ନସିଂ ଅଫିସର ଜଣଙ୍କ ତାଙ୍କ ସମ୍ପର୍କୀସଙ୍କ ରିପୋର୍ଟ ଦେଇ ଓପିଡ଼ିରେ ବସିବା ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ଜଣେ ବରିଷ୍ଠ ଡ଼ାକ୍ତର କସିଂ ଅଫିସରଙ୍କୁ ବାହାରକୁ ଯିବାକୁ କହିବା
ସହ ଲାଜରେ ଆସିବାକୁ କହିଥିଲେ ଯାହାକୁ ନେଇ ଜଣେଙ୍କ ମଧ୍ୟରେ ପଟିତୁଣ୍ଡ ହୋଇଥିଲା। ଏହାର କିଛି ସମରରେ ପରେ ରକ୍ତ ନସିଂ ଅଫିସର ଜଣଙ୍କ ଘଟଣା ସମ୍ପର୍କରେ ସେମାନଙ୍କ ଗଜକର୍ମୀଙ୍କୁ ଜଣାଇଥିଲେ। ଏହାକୁ ନେଇ ପ୍ରାୟ ୫୦ରୁ ଅମ୍ବର ଜର୍ସି ଅଭିସନ
ବିଭାଗର ଓପିଡ଼ି ନିକଟରେ ପାଞ୍ଚି ଘଟଣାକୁ ନେଇ ବରିଷ୍ଠ ଡାକ୍ତରଙ୍କୁ ପଚାରିଥିଲେ । ଏହାକୁ ନେଇ ମଧ୍ୟହଲେ ସରଗଡ଼ାକ୍ତର ଓ ନସିଂ ଅଫିସର ମଧ୍ୟରେ ଦୀର୍ଘ ଅନେକ ଘଣ୍ଟା ଧରି ମୁହାଁମୁଛି ପରିସ୍ଥିତି ସୃଷ୍ଟି ହୋଇଥିବ।
ପରେ ମାମଳା ଶାନ୍ତ ପଢ଼ିଥିଲା । କିଛି ସମୟ ଧରି ରୋଗମାନେ ବିଭାଗ ନିକଟରେ ଘଣ୍ଟା ରଣ୍ଡା ଧରି ଠିଆ ହୋଇ ରଖିଥିଲେ। ପୂର୍ବରୁ ମେଡ଼ିକାଳର ଆଶୁ ଚିକିତ୍ସା ବିଭାଗ ସମେତ ବିଭିନ୍ନ ବିଭାଗରେ ଡ଼ାକ୍ତର ଓ ନସିଂ ଅଫିସର ମଧ୍ୟରେ ମୁହାଁମୁହଁ ପରିସ୍ଥି ସୃଷ୍ଟି ହୋଇଥିବା ନଜିର ରହିଛି ! ମେଡ଼ିଶାରେ କାର୍ଯ୍ଯରନ୍ଦ କର୍ମଚାଳାମାନେ ନିଜନିଜ ମଧ୍ୟରେ ଏଭଳି ବାରମ୍ବାର ପଟିତୁଣ୍ଡ ହେଉଥିବା ବେଳେ ତାହା ସିଧାସଳଖ ସାଧାରଣ ଜୋଗୀଙ୍କ ନିଜିଲ୍ଲାରେ ପ୍ରଭାବ ପଡ଼ୁଥିବା ଦେଖୁବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖ୍ ଏମ୍ କେସିତି ମେଡ଼ିକାଲ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେଗ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଅପରପଞ୍ଚରେ ଘଟଣାକୁ ନେଇ କୌଣସି ଅଭିଯୋଗ ହୋଇନି । ଯଦି ଅଭିଯୋଗ ଆସେ ତେବେ ଏହାର ଦର କରାସିତ ବୋଲି ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ଡ଼ ଦୁର୍ଗା ମାଞ୍ଚଳ ଶତପଥୀ କହିଛନ୍ତି।