District

ନବରଙ୍ଗପୁର ମହାବିଦ୍ୟାଳୟର ଛ।ତୀ ଇନ୍ଦିରା ନାୟକଙ୍କୁ ଓଡିଆ ତରଫରୁ ରୌପ୍ଯ ପ୍ରଦାନ

ସର୍ବଭାରତୀୟ ଫାଇରିଙ୍ଗ ଚାମ୍ପିୟନସିପ

ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ଇନ୍ଦିର।

ନାୟକଙ୍କୁ ଓଡିଶା ତରଫରୁ ରୁ ରୋପ୍ୟ ପ୍ରଦାନ

ବାଟାଲିୟନ ତରଫରୁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ସର୍ବଭାରତୀୟ ସ୍ତରରେ ଫାଇରିଙ୍ଗ ରେ ଚାମ୍ପିୟନସିପ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅନେକ ଥର ମହାବିଦ୍ୟାଳୟ ରେ ବାର୍ଷିକ କ୍ୟାମ୍ପ ରେ ଜିଲ୍ଲା ଭିଭିକ ଫାଇରିଙ୍ଗ ରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ସହ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏଥ୍ ସହିତ ଜିଲ୍ଲା ରୁ ଦିଲ୍ଲୀ ରେ ଥିବା ତଳ ସୈନିକ କ୍ୟାମ୍ପ ରେ ଦ୍ଵିତୀୟ ସ୍ଥାନ ସର୍ବଭାରତୀୟ ସ୍ତର ରେ ଫାଇରିଙ୍ଗ ରେ ନବରଙ୍ଗପୁର ଜିଲ।ରେ ଥୁବା -୧୩ ( ଓଡିଶା ) ବାଟାଲିୟନ ଭୈରବ ମହାବିଦ୍ୟାଳୟ ର ସ୍ନାତକ ଶେଷ ବର୍ଷ ର ଛାତ୍ରୀ ବିଜୟ ହାସଲ କରିଛନ୍ତି । ଏଥିରେ ଭୈରବ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ କହିଛନ୍ତି ଯେ ସର୍ବ ଭାରତୀୟ ସ୍ତର ରେ ବିଜୟ ହାସଲ କରିବ ରୋପ୍ୟ ପ୍ରଦାନ ପାଇଁ ଆଜି ଜିଲ୍ଲା, ରାଜ୍ୟ ଓ ଦେଶ ରେ ଏହି ମହା ବିଦ୍ୟାଳୟ ଆହୁରି ସେନା ପ୍ରସ୍ତୁତ ସ୍ତର ରେ ସୁନାମ ଅର୍ଜନ କରିବ ବୋଲି କହିବା ସହ ଛାତ୍ରୀ ଙ୍କ ପ୍ରତି ଖୁସି ବ୍ୟକ୍ତ କରି ଶୁଭେଚ୍ଛା ଓ ଅଭିନନ୍ଦନ ର ବାର୍ଭା ଜଣାଇଥିଲେ ଏଥି ସହିତ ଏହି ମହାବିଦ୍ୟାଳୟ ର ଜାତୀୟ ସମର ବାହିନୀ ର ସଂଯୋଜକ ଶ୍ରୀ ମହେନ୍ଦ୍ର ଦେବରପଲ୍ଲୀ ଏହା ଜିଲ୍ଲା ପାଇଁ ତଥା ଏହି ସମର ବାହିନୀ ପାଇଁ ଗର୍ବ ଓ ଗୌରବ ‌ର ବିଷୟ ବୋଲି କହିବା ସହ ଶୁଭେଚ୍ଛା ଜଣାଇଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button