ଛ।ତୀ ମ।ନ ଙ୍କ ସୁରକ୍ଷା ଦ।ବିରେ ଏ. ଆଇ. ଡି. ଏସ. ଓ ପକ୍ଷରୁ ଛାତ୍ର କନଭେନ୍ସସନ ଅନୁଷ୍ଠିତ ଛ।ତ
ଛାତ୍ରୀମାନଙ୍କ ସୁରକ୍ଷା ଦାବିରେ ଏ.ଆଈ.ଡି.ଏସ.ଓ ପକ୍ଷରୁ ଛାତ୍ର କନଭେନ୍ସସନ ଅନୁଷ୍ଠିତ
ବୈପାରିଗୁଡ଼ା: ୧୫/୯
ଏ.ଆଈ.ଡି.ଏସ.ଓ କୋରାପୁଟ ଜିଲ୍ଲା କମିଟି ଆହ୍ୱାନ କ୍ରମେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ ମାନଙ୍କ ସୁରକ୍ଷା ଦାବୀରେ ସ୍ଥାନୀୟ ବିରଖମ୍ବ ସାହି ସ୍ଥିତ ଏ.ଆଈ.ଡି.ଏସ.ଓ କାର୍ଯ୍ୟାଳୟ ଠାରେ ଏକ ଛାତ୍ର କନଭେନ୍ସସନ ଅନୁଷ୍ଠିତ ହୋଇଯାଇଛି ଏ.ଆଈ.ଡି.ଏସ.ଓ କୋରାପୁଟ ଜିଲ୍ଲା କମିଟିର ସମ୍ପାଦକ ଶ୍ରୀ ଜଗନ୍ନାଥ ହରିଜନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଆଜିର ଏହି ସଭା କାର୍ଯ୍ୟରେ ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀଯୁକ୍ତ ସଦାଶିବ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଭାରତ ବର୍ଷରେ କ୍ରମଶଃ ବୃଦ୍ଧି ପାଉଥିବା ମହିଳା ମାନଙ୍କ ଉପରେ ଦୁଷ୍କର୍ମ, ହତ୍ୟା, ନାରୀ ନିର୍ଯ୍ୟାତନା ଦ୍ବାରା ମହିଳାମାନଙ୍କ ବଞ୍ଚିବାର ଭାବେ ଛାତ୍ରୀମାନେ ଘରେ,ବାହାରେ ଓ କ୍ୟାମ୍ପସରେ ଛ।ତ୍ରୀମାନଙ୍କ ସୁରକ୍ଷା ଦାବିରେ ଆନ୍ଧ୍ର ଛାତ୍ରୀ ମାନଙ୍କୁ ରକ୍ଷା କରିବାକୁ
ରହିଛି । ଏହି କନଭେନସନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ କ୍ୟାମ୍ପସରେ ଛାତ୍ରୀ ମାନଙ୍କ ସୁରକ୍ଷା, କ୍ରେଟ କଲଚର ବନ୍ଦ କରିବା, ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ କରିବା, ସେମିଷ୍ଟର ସିଷ୍ଟମ ବାତିଲ କରିବା ଆଦି ଦାବୀ ଉପସ୍ଥାପନ କରିଥିଲେ । ଆଜିର ଏହି ସଭାରେ ପ୍ରମିଳା ପୂଜାରୀ, ମିଥୁଳା କତଲି, ତୁଳସୀ ମାଝି ରଘୁନାଥ କମାର, ଚମ୍ପା ମାଝି ପ୍ରମୁଖ ଏ.ଆଈ.ଡି.ଏସ.ଓ ପକ୍ଷରୁ ଛାତ୍ର କନଭେନ୍ସସମିଳ କରାଯାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।