District

ରାଜ୍ୟ ସ୍ତରୀୟ ଗୀତା ରାଣୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ପୁରସ୍କାର

ରାଜ୍ୟସ୍ତରୀୟ ଗୀତାରାଣୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ନବରଙ୍ଗପୁର,୭/୯

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡ଼ା ସରକାରୀ ଉଚ୍ଚ ମାଧ୍ଯମିକ ତାରାଣୀ ବିଦ୍ୟାଳୟ ଶିକ୍ଷୟିତ୍ରୀ ଗୀତା ଦାଶଙ୍କୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ର ମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି। ୨୦୨୫ ଶିକ୍ଷା ବର୍ଷ ପାଇଁ କଳା ବିଭାଗରୁ ଇଂରାଜୀ ବିଷୟ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିଛନ୍ତି। ସମଗ୍ର ନବରଙ୍ଗପୁର ଜିଲାରୁ ଜଣେ ମାତ୍ର ଶିକ୍ଷୟିତ୍ରୀ ମନୋନୀତ ହୋଇଥିଲେ। ଶୁକ୍ରବାର ଗୁରୁ ଦିବସ ଅବସରରେ ଭୁବନେଶ୍ବର ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷ ଶିକ୍ଷୟିତ୍ରୀ ଗୀତାରାଣୀଙ୍କୁ ଏହି ପୁରସ୍କାର ର ପ୍ରଦାନ କରିଛନ୍ତି। ଏହି ସମୟରେ ର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ନବରଙ୍ଗପୁର ଗୀତାରାଣୀଙ୍କୁ ଏହି ପୁରସ୍କାର ମିଳିଥିବାରୁ ମନ୍ତ୍ରୀ ଗଣ୍ଡ ଖୁସି ପ୍ରକାଶ କମି ଗୀତାରାଣୀ ଏହି ସଫଳତା ପାଇଁ ।

ଶିକ୍ଷୟିତ୍ରୀ ଗୀତାରାଣୀ ଦାଶ

ବାପାଙ୍କ ଆଦର୍ଶ ଶିକ୍ଷା ବୃଦ୍ଧିର ପ୍ରେରଣା, ମା’ଙ୍କ ଠାରୁ ପାଇଥିବା କର୍ଭବ୍ୟ ନିଷ୍ଠାର ସଂସ୍କାର, ସ୍ବାମୀଙ୍କ ସହଯୋଗ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ପ୍ରେରଣା, ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାପାତ୍ରକପାତ୍ରଙ୍କ ସହଯୋଗ, ନିଜ ଓ ଛାତ୍ରୀଛାତ୍ରଙ୍କୁ ଶ୍ରେୟ ଦେଇଛନ୍ତି ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button