Education

ଯାବତୀୟ ଅସୁବିଧାରେ ମୋଟୁ ପଞ୍ଚାୟତ

ଯାବତୀୟ ଅସୁବିଧାରେ ମୋଟୁ ପଞ୍ଚାୟତ, ଟେଟରାଇ ଗ୍ରାମ ବିଜୁଳି, ରାସ୍ତା, ଆବାସ ଗୃହ ଓ ପାଣିର ସୁବିଧା ସାତ ସପନ

ମା ଲ କ । ନ ଗି ରି, ତ।:୨/୯: ମାଲକାନଗିରି ଅଶିକ୍ଷିତ ଗରିବ ଆଦିବାସୀ ଲୋକମାନେ ପୈତୃକ ଅମୋଳରୁ ବସ ।ସ କରି ଆସୁଥିବା ଆମ୍ବେଦକର ଗୁଡା ଓ ମାଡକାମୀ ଗୁଡା ଗାଁ ରେ ଆଜିବି ବିଜୁଳି, ରାସ୍ତା, ଆବାସ ଗୃହ ଓ ପାଣିର ସୁବିଧା ଏମିତି ଅନେକ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଯୋଗାଇ ଦିଆ ଯାଇ ନାହିଁ। ଯାହା ଫଳରେ ଘର ଭିତରେ ସାପ, ବାଘ, ଭାଲୁ ଇତ୍ୟାଦି ପଶିଆସି କୁକୁଡ଼ା, ଛେଳି ସହିତ ବେଳେ ବେଳେ ମଣିଷ ମାନଙ୍କୁ คณ ଆକ୍ର କ୍ରମଣ କରି ନେଇଯାଉଛନ୍ତି ନ୍ତା I ଓ ଟେଟରାଇ ୩୨୬ ନମ୍ପର ଜାତୀୟ ରାଜପଥ ରୁ ପାଖାପାଖୂ ଦେଢ଼ ରୁ ଦୁଇ କିଲୋମିଟର ରାସ୍ତା ଠିକ ନ ଥିବାରୁ

ଗ୍ରାମରେ ଆମ୍ବୁଲାନ୍ସ ସୁଭିଧା ଥିଲେ ମଧ୍ୟ ଗାଁ ଭିତରେ ଯାଇପାରୁ ନାହିଁ ଯଦ୍ଵାରା ରୋଗୀ ଓ ଗର୍ବବତୀ ମା ମାନେ ସରକାରୀ ସୁଭିଧା ରୁ ବଞ୍ଚୁତ ହେଉଛନ୍ତି। ପିଲାମାନେ ସ୍କୁଲ, ଅଙ୍ଗନବାଡି ଯାଇପାରୁନାହାନ୍ତି ଅଶି କ୍ଷିତ ହେଇ ରହି ଯାଉଛନ୍ତି ଗ୍ରାମବାସୀ ମାନେ ଏଭଳି ଅନେକ

ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏନେଇ ଗ୍ରାମବାସୀ ମାନେ ସରକାର କର୍ମଚାରୀ ଓ ୱାର୍ଡ଼ ମେମ୍ସର ସରପଞ୍ଚ ଙ୍କୁ ବର୍ଷ ବର୍ଷ ଧରି ଜଣାଇ ଆସୁଥିଲେ ଆ ମଧ୍ୟ ହେଇଯିବ, ଆଣିଦେବୁ, ।ଣିଦେବୁ, କରେଇ ଦବୁ ବୋଲି ମିଥ୍ୟା ପ୍ରତିଶୃତି ପ୍ରତି ଦେଇ ଅଣଦେଖା କରୁ ଛନ୍ତି ବୋଲି ଗ୍ରାମବାସୀ ନିଜର ମନ୍ତବ୍ୟ ଦେଇଛନ୍ତା

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button