Education

ପହଞ୍ଚିଲ। ୩୫୦ ଟନ୍ ଇକେ ୟୁରିଆ

ପହଞ୍ଚିଲା ୩୫୦ ଟନ୍ ଇକେ ୟୁରିଆ

ଜୟପୁର,୧/୯ :

ଇକେ କମ୍ପାନି ଚାଷୀଙ୍କ ପାଇଁ ସାମୟିକ ଆଶ୍ଵସ୍ତି ଆଣିଛି। କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଇଛି ୩୫୦ ଟନ୍‌ ସୁରିଆ । ସାର ଘରୋଇ ବିକ୍ରେତାଙ୍କୁ ଦିଆଯାଇନି। ଜିଲ୍ଲାର ବିଭିନ୍ନ ଲ୍ୟାମ୍‌ସକୁ ଯୋଗାଇ ଦିଆଯାଇଥିବା କମ୍ପାନି ଡେପୁଟି ଫିଲ୍ମ ମ୍ୟାନେଜର ବିଶ୍ଵରଞ୍ଜନ ଜୟସିଂ କହିଛନ୍ତି।

ଅଧିକାରୀ ( ଏଡି ଓ ) ଲଲାଟେନ୍ଦୁ

କେଉଁ ଲ୍ୟାମ୍ପ୍ସସ କୁ କେତେ ସାର ଯିବ ମହାପାତ୍ର, ବ୍ଳକ ସହକାରୀ କୃଷି ଅଧିକାରୀ ସ୍ମିତା ପାଢି ଏବଂ କମ୍ପାନି ମ୍ୟାନେଜର ଶ୍ରୀ ଜୟସିଂ ପହଞ୍ଚିଥିଲେ। ନିର୍ଦ୍ଦେଶ ଦେଇଥିଲେ। କୁମୁଲିପୁଟ, ବୈପାରିଗୁଡ଼ା, କୁନ୍ଦୁରା, କୋଟପାଡ଼, ବୋରିଗୁମ୍ମା, କାମତା ସହ କୋରାପୁଟ ଉପଖଣ୍ଡର ବିଭିନ୍ନ ଲ୍ୟାମ୍ପ୍ସକୁ ଯୋଗାଣ କର।ଯିବ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button