ସମ।ଧ।ନ ହେଉ ନ।ହି ବଜ୍ରଗୋଡ ଗାଁର ସମସ୍ୟା
ସମାଧାନ ହେଉନି ବଜ୍ରଗୋଡ଼ ଗାଁର ସମସ୍ୟା
କୋଷାଗୁମୁଡା,୧/୯
ସ୍ବାଧୀନତାର ୭୯ ବର୍ଷ ପରେ ମଧ୍ୟ ସେହି କାଦୁଅ ପଚପଚ ରାସ୍ତାରେ ରହିଯାଇଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତର ବଜ୍ରଗୋଡ଼ ଡ଼ ଗ୍ରାମା ବର୍ଷାରେ ଗ୍ରାମର ଲୋକମାନେ ନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ର କୁନି କୁନି ଛାତ୍ର ଛାତ୍ରୀ, ବୁଢ଼ା ପିଲା, ରୋଗୀ ଏହି ରାସ୍ତା ଦେଇ ଇ ସବୁଦିନ ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର, ଉପ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାନ୍ତି। ରାସ୍ତାରେ ରେ ଦୁଇ ଦୁଇଟି ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ବିଦ ରହିଛି । ଗ୍ରାମବାସୀ ଅନେକ ଥର ସ୍ଥାନୀୟ ସରପଞ୍ଚ, ବିଧାୟକ, ବିଡିଓଙ୍କୁ ନି କରିଥିଲ ଲାଭ ହୋଇନାହିଁ ବୋଲି କହିଛନ୍ତି ନିର୍ବାଚନ ପାଇଁ ରାଜନେତା ଆସି
ନାହିଁ ନଥିବା ସ୍ବପ୍ନ ଦେଖାଇ ଚାଲିଯାଉଥିବା ବେଳେ ନିର୍ବାଚନରେ ସଫଳ ହେବା ପରେ ପ୍ରତିଶ୍ରୁତିକୁ ଭୁଲି ଯାଉଛନ୍ତି। ଏ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ରାସ୍ତାରେ ମନ୍ତ୍ରୀ, ଯନ୍ତ୍ରୀ ମାନେ ଆସି ଚାଲି ଯାଉଛନ୍ତି, କିନ୍ତୁ ଦୃଷ୍ଟି ଦେ ଦେବାକୁ କାହାର କାଷାଗୁମୁଡା ବ୍ଲକ ଆନ୍ତରିକତା ନାହିଁ । କୋଷ୍ଠ ର ସଦର ମହକୁମାର ର ପଞ୍ଚାୟତର ୮ ଓ ୯ ନମ୍ବର ୱାର୍ଡ ହୋଇ ମଧ୍ୟ ଧ୍ଯ ରାସ୍ତା ୧ ଠିକ୍ ନାହିଁ ବୋଲି କହିଛନ୍ତି । ଏହି ରାସ୍ତାର ର ଅବସ୍ଥା ଶୋଚନୀୟ ରହିଛି । ଲୋକେ ମେଡିକାଲ, ବଜାର, ଏଟିଏମ, ବ୍ଲକ କାର୍ଯ୍ୟାଳୟ ପଞ୍ଚାୟତ, କଲେଜ, ଥାନା ଥାନାକୁ ଜରୁରୀ କାଳୀନ ପରିସ୍ଥିତିରେ ଯିବା ବେଳେ ? ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯଥାଶୀଘ୍ର ଏହି ରାସ୍ତା ନିର୍ମାଣ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ନିବେଦନ କରିଛନ୍ତି ।