ଏନକାଉଣ୍ଟରରେ ଆତଙ୍କି, “ବ।ଗୁ ଖ।ନ ନିହତ”
ଏନ୍କାଉଣ୍ଟରରେ ଆଡଙ୍କା ‘ବାଗୁ ଖାନ’ ନିହତ
ନୂଆଦିଲ୍ଲୀ, ୩୧/୮: ଜମ୍ମୁ-କଶ୍ମୀରର -କଶ୍ମୀରର
ଗୁରେଜ ସେକ୍ଟରରେ ରରେ ସୁରକ୍ଷା ରକ୍ଷା ବଳକୁ ମିଳିଛି ବଡ଼ ସଫଳତା ଏକନାଉଣ୍ଟର ଣ୍ଟରରେ ନିହତ ହୋଇଛି ବାଗୁ ଖାନ ଓରଫ ସମନ୍ଦର ଚାଚା, ଯିଏ ଆତଙ୍କବାଦୀଙ୍କ ମଧ୍ୟରେ
‘ହ୍ୟୁମେନ ଜିପିଏସ ଭାବେ ପରିଚିତ ଥିଲା। ତା ତା’ସହିତ ଆଉ ଜଣେ ଆତଙ୍କବାଦୀ ଭାରତୀୟ ସୁରକ୍ଷା ଗୁଳିଚେ ଳିରେ ନିହତ ହୋଇଛି। ସେମାନେ ନୌଶେରା ନାର ଅଞ୍ଚଳରେ ଭାରତୀୟ ସୀମା ମଧ୍ଯକୁ ଅନୁ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥ ଇଥିଲେ ବାଗୁ ଖାନ ଓରଫ ସମନ୍ଦର ଚାଚା ୧୯୯୫ ୫ ମସିହାରୁ ପାକିସ୍ତାନ ଅଧ୍ କୃ ତ (ପିଓକେ)ରେ ରହୁଥିଲା । ସୁ ସୁ ରକ୍ଷା ଏଜେନ୍ସୀଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ବା ବା ୩୦ ବର୍ଷ ମଧ୍ୟରେ ସେ ଗୁରେଜ ସେକ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ଅନୁପ୍ରବେଶ ପ୍ରୟାସ କରାଇଥିଲା ଏବଂ ସେଥିରୁ ଅଧୂକାଂଶରେ ସଫଳ ହୋଇଥୁଳ ଇଥିଲା କାରଣ ସେ ଏହି ଅଞ୍ଚଳ ବିଷୟରେ ଭଲ ଭାବେ ଅବଗତ ଥିଲା ସେଥ୍ ସେଥ୍ପାଇଁ ସମସ୍ତ ଆତଙ୍କବାଦୀ ସଂଗଠନ ପାଇଁ ସେ ସେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା |ବାଗୁ ଖାନ ହିଜବୁଲର କମାଣ୍ଡର ହୋଇଥ୍ ଲେ ହେଁ ସମସ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ କ କରିବାରେ ର ସହଯୋଗ କରି ଆସୁଥିଲା ପ୍ରାୟ ସବୁ ଆତଙ୍କବାଦୀ ସଂଗଠନ ପାଇଁ ଅନୁପ୍ରବେଶ ଯୋଜନା ପ୍ରସ୍ତତ କରିବାରେ ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରୁଥିଲା ସେଥୁପ ସେଥିପାଇଁ ଆତଙ୍କବାଦୀମାନେ ତାକୁ ‘ହ୍ୟୁ ‘ହ୍ୟୁମେନ ଜିପିଏସ୍
ନାଁରେ ସମ୍ବୋଧନ କରୁଥିଲେ ।
ସୂଚନା ଅନୁଯାୟୀ, ଅଗଷ୍ଟ ୨୮ ତାରିଖ ରାତିରେ ନୌଶେରା ନାର ଅଞ୍ଚଳରେ ବାଗୁ
ดเด ଜଣେ ସା ସାଥୀ ଭାରତୀୟ ଖାନ 3 ସୀମା ମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସୁର କ୍ଷାକର୍ମୀମାନେ ସେମାନଙ୍କୁ ଘେରି ଯାଇଥିଲେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା ସେଥ୍ରେ ବାଗୁ ଖାନ ଓରଫ ସମନ୍ଦର ସମନ୍ଦର ଚାଚା ଓ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ଜାରି ରହିଥୁଲା ।
ସୁରକ୍ଷା ଅଧ୍ବ ଅଧୂକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଗୁ ଖାନର ମୃତ୍ୟୁ ଅନେକ ଆତଙ୍କବାଦୀ ସଂଗଠନ ପାଇଁ ବଡ଼ ଝଟକା ତା’ର ମୃତ୍ୟୁ ସହି ସହିତ ଅନେକ ସମ୍ଭାବ୍ୟ ଅନୁପ୍ରବେଶ ଯୋଜନା ପଣ୍ଡ ହୋଇଯାଇଛି ।