Education

ଧସୁଛି ଗୋଲୁର ମ।ଳିପଟୁ ଆର୍ଡ ରାସ୍ତା କଲଭର୍ଟ

ଧସୁଛି ଗୋଲୁର –ମାଳିପୁଟ ଆର୍‌ଡି ରାସ୍ତା କଲଭର୍ଟ

ନନ୍ଦପୁର /ପାଡ଼ୁଆ, ୩୦/୦୮

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତ ସଦର ମହକୁମାରୁ ମାଳିପୁଟ ସଂଯୋଗୀ ଆର୍‌ଡି ରାସ୍ତାରେ ଥିବା କଲଭର୍ଟ ରି ଧସୁଥିବା ଓ ଏହାର ଦୁଇପାର୍ଶ୍ଵ ରାସ୍ତା ଦବି ବିପଦସଙ୍କୁଳ ସ୍ଥିତିରେ ଥିବା ଗ୍ରାମବାସୀ ଅଭି ଅଭିଯୋଗ କରିଛନ୍ତି। ରାସ୍ତାରେ ଭାରିଯାନ ଇ, ଚଳାଚଳ ବେଳେ ଦୁର୍ଘଟଣା ଘଟିବା ନେଇ ସେମାନେ ଆଶଙ୍କା କରିଛନ୍ତି ଛନ୍ତି। କୌଣସି ଅଘଟଣ ଅଘଟଣ ଘଟିବା ଆଗରୁ ରାସ୍ତା ଓ କଲଭର୍ଟ ନିର୍ମାଣ କରିଥିବା ଏନ୍‌ବିସିସି କର୍ତ୍ତୃପକ୍ଷ ଓ B, ତଦା ତଦାରଖ ଦାୟିତ୍ଵରେ ଥିବା ସୁନାବେଡ଼ା ଆର୍‌ଡି ଡିଭିଜନ କର୍ତ୍ତୃପକ୍ଷ ରାସ୍ତାର ସ୍ଥିତି କ ପରଖ୍ ଆବଶ୍ୟକ ମରାମତି କିମ୍ବା ନୂତନ ନିର୍ମ ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି। ପଟ୍ଟା ଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ କି ଗୋଲୁର ପଞ୍ଚାୟତରେ ସରକାରୀ ଯୋଜନାର ସମୀକ୍ଷା ସମୟରେ ତାଙ୍କୁ ରାସ୍ତାର ବିପଦସଙ୍କୁଳ ସ୍ଥିତି ନେଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବା ପଞ୍ଚାୟତବାସୀ କହିଛନ୍ତି। ବିଧାୟକ

ନନ୍ଦପୁର ବ୍ଲକ୍ ଗୋଲୁର ପଞ୍ଚାୟତ ସଦର ମହକୁମାରୁ ମାଳିପୁଟ ସଂଯୋଗୀ ଆର୍‌ଡି ରାସ୍ତା।

କାଡାମ ଆର୍‌ଡି କର୍ତ୍ତୃପକ୍ଷଙ୍କୁ ରାସ୍ତାର ତଦାରଖକରି ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ନିର୍ଦ୍ଦେଶକୁ ଏଯାଏ କାର୍ଯ୍ୟକାରୀ କରାଯାଇ ନ ଥିବା ଗ୍ରାମବାସୀ କହିଛନ୍ତି ଏ ସମ୍ପର୍କରେ ଆର୍‌ଡି ବିଭାଗୀୟ ଯନ୍ତ୍ରୀ ଜୟନ୍ତ କୁମାର

ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାସ୍ତା ଏନ୍‌ବିସିସି କର୍ତ୍ତୃପକ୍ଷ ନିର୍ମାଣ କରିଥିଲେ। ଯାହା ଏଯାଏ ବିଭାଗକୁ ହସ୍ତାନ୍ତର ହୋଇନାହିଁ। କିନ୍ତୁ ସେ ରାସ୍ତା ଓ କଲଭର୍ଟ ତଦାରଖକରି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିବା ସେ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button