Education

ଇନ୍ସପେକ୍ଟର-ଏସଆଇ ଙ୍କ କ୍ଷମତା ବଡିଲ। ଏସସି /ଏସଟି ମ ।ମଲ। ତଦନ୍ତ କରିପ।ରିବେ ଦନ

ଇନ୍ସପେକ୍ଟର–ଏସଆଇଙ୍କ କ୍ଷମତା ବଢ଼ିଲା

ଏସସି/ଏସଟି ମାମଲାର ତଦନ୍ତ କରିପାରିବେ

ଭୁବନେଶ୍ୱର, ୩୦/୮: ରାଜ୍ୟରେ ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାକୁ ବଢ଼ାଯାଇଛି। ଏଣିକି ସେମାନେ ଏସସି | ଏସଟି ମାମଲାର ତଦନ୍ତ କରିପାରିବେ ତଦନ୍ତ ସହ ଗିରଫ ଓ ସ୍ଵତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ ପୂର୍ବରୁ ଡିସିପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧୂତ ବିଜ୍ଞପ୍ତି ପ୍ରକାଶ ପାଇଛି ଅନୁସୂଚିତ ଜାତି ଏବଂ ଜନଜାତି ( ଅତ୍ୟାଚାର ନିବାରଣ ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ କରିବା ପାଇଁ, ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ଅଛି ପୁଲିସ ଇନ୍ସପେକ୍ଟର ଏବଂ ସବ –ଇନ୍ସପେକ୍ଟରମାନଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉଛି। ପୂର୍ବରୁ ଏହି କ୍ଷମତା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ ଏବଂ ତଦୁର୍ଦ୍ଧ ପାହ୍ୟାର ଅଧିକାରୀଙ୍କ ପାଇଁ ସଂରକ୍ଷିତ थूल।। ଅଗଷ୍ଟ ୨୦୨୫ ତାରିଖର ବିଜ୍ଞପ୍ତି ନମ୍ଵର ହୋମ୍ ସିପିଏମ ଏମଆଇଏସସି–୦୧୫୪–୨୦୨୫ ଅନୁଯାୟୀ ଗୃହ ବିଭାଗ ଦ୍ଵାରା ଜାରି କରାଯାଇଥୁବା ନୂତନ ନିର୍ଦ୍ଦେଶନାମାରେ ଏହି କ୍ଷମତା ରାଜ୍ୟର ଇନ୍ସ ପେକ୍ଟ ର ଏବଂ ସବ – ଇନ୍ସପେକ୍ଟରମାନଙ୍କୁ ପ୍ରଦାନ କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଅଧିକାରୀମାନେ ଏବେ ସେମାନଙ୍କର କ୍ଷେତ୍ରୀୟ କ୍ଷେତ୍ରାଧ୍କାର ମଧ୍ୟରେ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ଯେକୌଣସି ସ୍ଵତନ୍ତ୍ର କୋର୍ଟ ସମ୍ମୁଖରେ ଏହି କ୍ଷମତାର ବ୍ୟବହାର Rohit Pradhaଷିତ ଜାତି ଏବଂ ଜନଜାତିଙ୍କ ବିରୁଦ୍ଧରେ ଅତ୍ୟାଚାର ସହିତ ଜଡିତ ମାମନାରେ ପ୍ରତିକ୍ରିୟାଶୀଳ ବ୍ୟବସ୍ଥାକୂ ସୁଦୃଢ଼ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ହେଉଛି ଏହି ନିଷ୍ପଭିର ଲକ୍ଷ୍ୟ १० —

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button