୫-ଟି ରେ ପାଣ୍ଡିଆନ ଓ ମିଶନଶକ୍ତିରେ ସ୍ତ୍ରୀ ସୁଜାତା ଲାଗିଛନ୍ତି କୋଟି କୋଟି ଟଙ୍କା
୫-ଟି ରେ ପାଣ୍ଡିଆନ ଓ ମିଶନଶକ୍ତିରେ ସ୍ତ୍ରୀ ସୁଜାତା
ଲୁଟିଛନ୍ତି କୋଟିକୋଟି ଟଙ୍କା
ମହିଳାଙ୍କ ସ୍ବାବଲମ୍ବୀ ପଛରେ ଚାଲିଥୁଲା ବଡ଼ ରାକେଟ
ମିଶନଶକ୍ତି ଦୁବାଇ ଭିଳିଟଠୁ ଆରମ୍ଭ କରି ମିଶନ ଶକ୍ତି କ୍ୟାଫେ ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର କଳାଚିଠା । କେଉଁଠି ସୂୟଂ ସହାୟିକା ଗୋଷ୍ଠୀ ଲୋନ୍ ବିନିଯୋଗରେ ପର୍ଦାଫାଶ ହୋଇଛି ତ ଆଉ କେଉଁଠି ମିଶନଠୁ ଦୂରରେ ମିଶନସଭି କ୍ୟାଫେ ହୋଇଛି । କୋଇଠି ମହିଳାଙ୍କ ସ୍ବାବଲମୀ ପଦରେ ରାକେଟ ଚାଲିଥିଲା ତ ଆଉ କୋଉଠି ଏସଏଚଳି ନାଁରେ ବିଦେଶରେ ଟଙ୍କା ରଖାଯାଇଥିଲା
ଦୁବାଇ ବୁଲିବାକୁ ଯାଇ ୧୩ କୋଟି ଗିଳିଦେଲେ ସୁଜାତା
ଠାକୁର ଖାଇ ଖଟୁଳି ଖାଇବାକୁ ବସିଲେଣି ପାଣ୍ଡିଆନ ଦମ୍ପତି
ତେଜୁଛି ମହିଳା ବିରୋଧ: ଅଡିଟ କରି ରିପୋର୍ଟ ଦେବେ ମୋହନ ସରକାର
ମହିଳାଙ୍କୁ ସ୍ବାବଲମ୍ବୀ କରିବା ସ୍ୱପ୍ନ ଦେଖେଇ ଅଣ୍ଟିରେ ପୁରେଇଲେ କୋଟିକୋଟି ଟଙ୍କା
ମୁଣ୍ଡରେ ଝୁଲୁଛି ସିବିଆଇ ଖଣ୍ଡା: ଭୟରେ ଓଡ଼ିଶା ଛାଡିବାକୁ ପ୍ରସ୍ତୁତ ହେଲେଣି ପାଣ୍ଡିଆନ ଦମ୍ପତି
ମହିଳାଙ୍କୁ ବିଦେଶ ବୁଲେଇବା ବାହାନାରେ ବିଦେଶରେ ବିଳାସବ୍ୟସନ ଫ୍ଲାଟ କିଣିଥିଲେ ସୁଜାତା
ଭୁବନେଶ୍ୱର,୩୦/୮: ଆଞ୍ଚଳିକ ଖବର ହାତରେ ଲାଗିଛି ମିଶନଶକ୍ତର ବଡ଼ ଘୋଟାଲା । ବର୍ଷବର୍ଷ ଧରି ମିଶନଶକ୍ତିକୁ ଆସୁଥୁଲା ହଜାର ହଜାର କୋଟି ଟଙ୍କା । ଯିଏ ଯେମିତି ପାରୁଥୁରା ସେମିତି ଖର୍ଜ କରୁଥିଲା ଯେହେତୁ ବିଜେଡିର ସର୍ବେସର୍ବା ପାଣ୍ଡିଆନଙ୍କ ଧର୍ମପନ୍ଥୀ ସଚିତ ଥିଲେ ତେଣୁ ମିଶନଶକ୍ତି ପାଇଁ ରାଜ୍ୟ ରାଜନୀତିର ପାଣ୍ଠି ଖୋଲି ଦେଇଥୁରେ ନବୀନ । ନା, ହିସାବ ହେଉଥୁଲା ନା ତଦାରଖ କରାଯାଉଥୁଲା । କାରଣ ଦିନା ମିଶନଶକ୍ତି ରୂପ । ଯେହେତୁ ରେଜିଷ୍ଟ୍ରେସନ ନଥିଲା ତେଣୁ ଅନିଟ ହେଉନଥିଲା ସେଇଥିପାଇଁ ମହିଳାଙ୍କୁ ସ୍ୱାଟରୟୀ କରିବା ନାଁରେ କୋଟି କୋଟି ଟଙ୍କା ଚଳୁ କରିଛରି ପାଣିଆନ ଦମ୍ପତି । ମିଶନସଗି ଦୁବାଇ ଭିଜିଟଠୁ ଆରମ୍ଭ କରି ମିଶନ ଶକ୍ତି କ୍ୟାଫେ ପର୍ଯ୍ୟନ୍ତ ଭୂମିଛି ଦୁର୍ନୀତିର କଳାଚିଠା । କୋଇଠି ସ୍ୱୟଂ ସହାୟିକା ଗୋଷ୍ଠୀ ଲୋଡ୍
ବିଜେଡି ନେତା ଓ ପଶିଆନଙ୍କ ଭଳି ସୁଜାତାଙ୍କୁ ବି ଘାରିଛି ଜେଲ ଯିବା ଭୟ ଯେଉଁଥିପାଇଁ ଛାନିଆ ହୋଇ ଅବସର ନେଲେ ଆଉ ଏବେ ପାଣ୍ଠି ନେଇ ବିଦେଶ ଯିବାକୁ ଟାଳିକି ବସିଛନ୍ତି ପାଣ୍ଡିଆନ ଦମ୍ପତି ।
ବିନିଯୋଗରେ ପର୍ଦାଫାଶ ହୋଇଛି ତ ଆଉ କୋଉଠି ମିଶନଠୁ ଦୂରରେ ମିଶନସର୍ତ୍ତ କ୍ୟାଫେ ହୋଇଛି । କୋଉଠି ମହିଳାଙ୍କ ସ୍ଵାବଲମୀ ପଛରେ ରାକେଟ ଚାଲିଥିଲା ତ ଆଉ କୋଉଠି ଏସଏଚଳି ନାଁରେ ବିଦେଶରେ ଟଙ୍କା ରଖାଯାଇଥୁଲା ଓଡିଶାକୁ ଯେତିକି ରୁଟିଛନ୍ତି ତାଙ୍କ ୫ ପୁରୁଷ ଖାଇଲେ ବି ସରିବନି । ସବୁଠୁ ସାଫାତିକ ଥା ହେଉଛି ନିର୍ବାଚନ ସମଯରେ ଦଳ ପାଇଁ ଆସିବା ୮୦୦ରୁ ଗର୍ତ୍ତ କୋଟି ଟଙ୍କାରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୩୦୦ କୋଟି ଟଙ୍କା ମଧ୍ୟ ଗାଏଡ କରି ଦେଇଥିଲେ । କାରଣ ନିର୍ବାଚନ ଖର୍ଜ ବାବଦକୁ ୫୦୦ କୋଟି ଟଙ୍କା ଖର୍ଚ ହୋଇଥିବା ବିଧାନସଭା ଅଧୁବେଶନରେ ଉତ୍ତର ରଥିଲେ ମୁକେଶ ମହାଲିଙ୍ଗ । ତେବେ ବାକି ଟଙ୍କା କୁଆଡେ ଗଲା ତାର ହିସାଦ ଏଯାଏଁ ମିଳିଲାନି । ସେପଟେ ୧୫୦୦ କୋଟିରୁ ଅଧିକ
ଟଙ୍କାର ଅନିୟମିତତା କିପୋର୍ଟ ଆସିଛି । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ଅର୍ଥକ ସହାୟତା ଯୋଗାଇ ଆସୁଥିଲା ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓଡ଼ିଶା ଜୀବିକା ମିଶନକୁ ଆସୁଥିବା ଟଙ୍କାରେ ଲକ୍ଷାଧିକ ମହିଳା ରୋଜଗାରକ୍ଷମ ହୋଇପାରୁଥିଲେ । କିନ୍ତୁ କେନ୍ଦ୍ର ସରକାର ଯୋଗାଉଥବ କୋଟିକୋଟି ଟଙ୍କା ଖର୍ଚ ହେଉଛି ମିଶନଶକ୍ତିରେ । କେନ୍ଦ୍ରରୁ ଆସୁଥିବା ଟଙ୍କା ରାଜ୍ୟ ସରକାର କିଭଳି ତାଙ୍କ ଡ୍ରିମ୍
ପ୍ରୋଜେକ୍ଟ ମିଶନସକ୍ତିରେ ଖର୍ଜ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ । ୨୦୧୮ରୁ ୨୦୨୪ କୁଜାଇ ମଧ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ଆସିଥିବା ଟଙ୍କା ରାଜ୍ୟରେ ଦେଉଁ କେଉଁ କାମରେ ଖର୍ଚ ହୋଇଛି ? ତଥ୍ୟ ଅନୁଯାୟୀ ଜାତୀୟ ଗ୍ରାମୀଣ ଜୀବିକା ମିଶନ ୬୧୬ ଗୋଟି ୯୮ ରସ ୬୫ ହଜାର ଟଙ୍କା ଓଡିଶା ଜୀବିକା ମିଶନକୁ ଦେଉଛି । ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ଜନ ପ୍ରକଳ୍ପରେ ୭୪୬ କୋଟି ୧୮ କକ୍ଷ ୬୪ ହଜାର ଟଙ୍କା ଦିଆଯାଇଛି । ସେଥିରୁ ୭୪୬ କୋଟି ୧୮ ରଥ ୬୪ କଳାର ଟଙ୍କା ରାଜ୍ୟ ପର୍ଜ କରିଛି । ତେବେ ଓଡିଶା ଜୀବିକା ମିଶନ କେତେ ଖର୍ଚ କରିଛି ତାର ହିସାବ ନାହିଁ । ଜାତୀୟ ଗ୍ରାମୀଣ ଜୀବିକା ମିଶନଠାରୁ ୧ ହଜାର ୪୯ କୋଟି ଟଙ୍କା ପାଇଛି ମିଶନସ ।
୨୦୨୨-୬୩ରେ ମିଶନଶକ୍ତି ୧ ହଜାର ୩୮ କୋଟି ୯୯ ଲକ୍ଷ ଟଙ୍କା ଖର୍ଚ କରିଛି । ଜାତୀୟ ଗ୍ରାମୀଣ ଜୀବିକା ମିଶନ ୧୨୩ କୋଟି
୩୯ ଇଞ୍ଚ ୭୩ ହଜାର ଟଙ୍କା ଓଡିଶା କାଳିକା ମିଶନକୁ ଦେଇଛି । ସେଥୁରି ୭୮ କୋଟି ୮୭ ଲକ୍ଷ ୯୧ ହଜାର କୋଟି ଟଙ୍କା ଖର୍ଚ ହୋଇଛି । ସ୍ୱାମୀଙ୍କ ବଳରେ ବଳିୟାନ ହୋଇ ରୂଟିବାରେ ସାହାଯ୍ୟ କରୁଥିଲେ ପତ୍ନୀ ସୁଜାତା । ସରକାରୀ ପଦବୀରେ ରହି ପଦର ଦୂରୁପଯୋଗ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଲମ୍ବା ସମୟ ଧରି ମିଶନ ସଢ଼ି ବିଭାଗର ସଡିବ ଥିବାବେଳେ ବିବାଦରେ ମଧ୍ୟ ରହିଥିରେ ସୂଜାତା । ହେଲେ ମିଶନସଢ଼ିକୁ ବ୍ୟବହାର କରି ବିଜେଡି ବା ଶାସକଦଳ ପାଇଁ କାମ କରୁଥିବା ଅଭିଯୋଗ ମଧ୍ୟ ହେଉଥୁଲା । ପଣିଆନ ଚାକିରି ଛାଡ଼ି ବିଜେଳିରେ ଯୋଗ ଦେଇଥୁଲେ ତେଣୁ ତାଙ୍କ ପତ୍ନୀ ମଧ୍ୟ ଏସଏଚଳି
ଭୟରେ ପାଣ୍ଡିଆନ ଦମ୍ପତି
କରି ଆରେ ବିଜେଳିକୁ ସହଯୋଗ କରୁବା ବିଜେପି ଅଭିଯୋଗ ଆଣିଥିଲା । ରାଜ୍ୟର ତାଙ୍କୁ ବ୍ୟବହାର କରି ଟଙ୍କା ବାଣ୍ଟୁଥିବା କଥା ସାମ୍ନାକୁ ଆସୁଥିଲା । ଆଉ ଏସବୁ ପଛରେ ପ୍ରଚ୍ଛଦ ଭାବେ ସୁଜାତା ଥୁବା କୁହାଯାଉଥିଲା । । ବିଜେଡି ନେତା ଓ ପର୍ଣିଆନଙ୍କ ଭଳି ସୁଜାତାଙ୍କୁ ବି ପାରିଛି ଢେଇ ଯିବା ଭୟ । ଯେଉଁଥିପାଇଁ ଛାନିଆ ହୋଇ ଅବସର ନେଲେ ଆଉ ଏବେ ପାଣ୍ଠି ନେଇ ବିଦେଶ ଯିବାକୁ ଟାକିକି ବସିଛନ୍ତି ପାଣ୍ଡିଆନ ଦମ୍ପତି I କାରଣ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଥିବା ବେଳେ ମୋହନ ସରକାର ମଧ୍ୟ ରିପୋର୍ଟ ଅଡିଟ କରିବାକୁ ଯୋଜନା କଲେଣି I କେତେବେଳେ ବାରିକାଙ୍କ ଭିତରେ ପଶିବାକୁ ପଡ଼ିବ ସେଥିପାଇଁ ପୂଜା ଭାଜସ୍ୱ ଲୁଟିବା ପରେ ଧରା ପଡ଼ିଯିବା ଭୟରେ ଓଡ଼ିଶା ଛାଡ଼ି ପାଣ୍ଠି ନେଇ ବିଦେଶ ଯିବାକୁ ପୁରା ପ୍ଲାନିଂରେ ଅଛନ୍ତି ସ୍ୱାମୀ ସ୍ତ୍ରୀ



