Education

ଝାମ୍ପି ନେଲେ ୩,୨୬ ଲକ୍ଷ

ଝାମ୍ପିନେଲେ ୩.୨୬ ଲକ୍ଷ

ଜୟପୁର/ସେମିଳିଗୁଡ଼ା,୩୦/୮: କୁନ୍ଦୁରା ବ୍ଲକ୍ ଘୁମର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ ବିହାରୀ ପରିଡ଼ାଙ୍କଠାରୁ ୩ ଲକ୍ଷ ୨୬ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ଜୟପୁର ଏମ୍‌ଜି ରୋଡରେ ଶ୍ରୀ ପରିଡ଼ା ଘଣ୍ଟାର ବ୍ୟାଟେରୀ ବଦଳାଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗକୁ ଝାମ୍ପି ଫେରାର ହୋଇଯାଇଥିଲେ ।

ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି। ଜୟପୁର, କୋରାପୁଟ, ସୁନାବେଡା, ସେମିଳିଗୁଡ଼ାରେ ପୁଲିସ୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଯାଞ୍ଚକୁ କଡାକଡ଼ି କରିଛି।

ପରିଡ଼ା ଏମ୍‌ଜି ରୋଡ୍

ଶୁକ୍ରବାର ମଧ୍ୟାହ୍ନ ସାଢ଼େ ୨ଟାରେ ପ୍ରଧାନଶିକ୍ଷକ ବିନୟ ବିହାରୀ ପରିଡ଼ା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରୁ ୩ ଲକ୍ଷ ୨୬ ହଜାର ଟଙ୍କା ଉଠାଇଥିଲେ | ଉଠାଣ ଟଙ୍କାକୁ ଏକ ବ୍ୟାଗରେ ରଖି ଶ୍ରୀ ଘଣ୍ଟା ଦୋକାନକୁ ଯାଇଥିଲେ । ଦୋକାନ ପରି ସ ର ର ବ୍ୟାଗକୁ ରଖି ବ୍ୟାଟେରୀ ବ ଦଳ । ଉ ଥି ବ । ବେଳେ ପୂର୍ବରୁ ପିଛା କରୁଥିବା ଦୁର୍ବୃତ୍ତ ଘଣ୍ଟା ଦୋକାନରେ ଅପେକ୍ଷା କରି ରହିଥିଲେ। ସୁଯୋଗ ପାଇବା କ୍ଷଣି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ପଳାଇଥିଲେ ଦୁର୍ବୃତ୍ତ ଲିଖିତ ଅଭିଯୋଗ ପରେ ପୁଲିସ୍ ଘଣ୍ଟା ଦୋକାନ ସିସି କ୍ୟାମେରାକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଗାନ୍ଧୀ ଛକରେ ଯାତାୟତ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରିଥିଲା | ଟଙ୍କା ନ୍ୟାସ ଝାମ୍ପି ନେଇ ଦୁର୍ବୃତ୍ତ ସୁନାବେଡା ଅଭିମୁଖେ ଯାଇଥିବାରୁ ସୁନାବେଡା ଏସଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ବରେ ସୁନାବେଡା ଓ ସେମିଳିଗୁଡା ଅଞ୍ଚଳରେ ବ୍ୟାକ ପରିସୂରଗୋଳିକି ହବୁତ୍ତ ନିୟମିତ କରି ରହି ଲୋକେ ଟଙ୍କା ‌ ଉଠ ଶିକ୍ଷା କରୁଛନ୍ତି ବିଦିନ ଜୋଶଲ୍ ରେ ଲୁଛି ନେଉଛନ୍ତି ।କୁ ଐତିବମ ବଡ଼ ପଣ୍ଡା ଉବନ ଜାରି ଭାବେ ଦେଚୁଥିବା ନେଇ ପୋଲିସ, ସଦେହ ଜନକ ଭାବେ ବୁଲୁଥିବା ଦୁର୍ବୁତ୍ତ ମାନଙ୍କ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button