ଜଳି ଗଲ। ନବରଙ୍ଗପୁର ପୂଜ। ଭେଜ ହୋଟେଲ ,ନବରଙ୍ଗପୁର ର ଅଗ୍ନିଶମ ବ।ହିନୀ ନି ଆଁ କୁ ଆୟତ୍ତ କରି ଲିଭ।ଇ ଥିଲେ ।

ନବରଙ୍ଗପୁର, ୨୯/୮: ନବରଙ୍ଗପୁର ସହର କେଉଟ ସାହି ତଥା ମାଁ ଭଣ୍ଡାର ର ଘରଣୀ ମନ୍ଦିର ପଛ ପଟେ ଥୁବା ପୂଜା ଭେଜ୍ ହୋଟେଲରେ ଶୁକ୍ରବାର ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ଆସବାପତ୍ର ନଷ୍ଟ ହୋଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ରେ ସଫଳ ହୋଇଛନ୍ତି ।
ସୂଚନାନୁଯାୟୀ, ଶୁକ୍ରବାର ହୋଟେଲ ବନ୍ଦ ର ରହିଥିଲା। ରାତି ସାଢ଼େ ୮ଟାରେ ସ୍ଥାନୀୟ ଲୋକେ ହୋଟେଲରେ ନିଆଁ ଲାଗିଥିବା ଖବର ଜଣେ କର୍ମଚାରୀଙ୍କୁ ଦେଇଥିଲେ। କର୍ମଚାରୀ ଜଣଙ୍କ ଖୋଲି ସିଲିଣ୍ଡରଗୁଡିକର ରେମୁଲେଟର ବନ୍ଦ କରିଥିଲେ। ଗୃହରକ୍ଷୀ ଏ. ମହେଶ ଫୋନ ଯୋଗ। ଯୋଗ କରି କହିଥୁଲେ ।
ନିଆଁ ଲାଗି ଲକ୍ଷାଧୂକ ଟଙ୍କାର ଆସବାବପତ୍ର, ସାଗଗ୍ରୀ ନଷ୍ଟ ହେଇଛି ।
ରାସ୍ତା ରେ ଗାଡ଼ିମୋଟର ଅଟକା ରାସ୍ତାରେ ଯ।ଇ ଥିଲା। ନିଆଁ ଲାଗିବା ଦ୍ବାରା ବିଭିନ୍ନ ସାମଗ୍ରୀ ଫାଟିବା ସହିତ ଶବ୍ଦ ଗବ୍ଦ ପ୍ରଦ୍ଯୁଷଷଣ ହେଉଥିଲା। ଅଗ୍ନିଶମ ଦମକଳ ଗାଡ଼ି ଆସି ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ଗୃହରକ୍ଷୀ ମହେଶ ଦମକଳ ବାହିନୀ ସହିତ ଉପସ୍ଥିତ ସ୍ଥିତ ରହି ନିଆଁ ଆୟତ କରିବାରେ ସହଯୋଗ କରିଥିଲେ। ପୂଜା ଭେଜ ହୋଟେଲ ଉପର ମହଲାରେ ପୂର୍ବରୁ ଏକ କପଡା ଦୋକାନ ରହିଥିଲା। ତାହା କିଛି ବର୍ଷ ହେବ ବ ବନ୍ଦ ରହିଥିଲା। ତେବେ ହୋଟେଲ ଓ ଉପର ମହଲାରେ ଲାଗିଥିବା କବର୍ଡ ଗୁଡିକ କ ମଧ୍ୟ ପୋଡ଼ି ଯାଇ ଥିଲ।।
ନବରଙ୍ଗପୁର ଜିଲ୍ଲାର ପୋଲିସ ଅଧିକାରୀ ସମ୍ମତ ବେହେରା ଓ ସାମନ୍ତରାୟ ଖବର ପ।ଇ ନିଆଁ ଲ।ଗିଥିବା ସ୍ଥାନକୁ ଏସ୍ଆଇ, ବିଦ୍ୟୁତ୍ ବିଭାଗ କର୍ମଚାରୀ ଯ।ଇ ଓଉପସ୍ଥିତ ରହି ସେହି ସ୍ଥାନ ରେ ଯିବାକୁ ଲୋକଙ୍କୁ ଯିବ।କୁ ମନ। କରିଥିଲେ।