Education
ଲଗ।ଣ ବଷ। ଯୋଗୁଁ ଭୁଷୁଡିଲ। ଆର୍ୟୁବେଦିକ ଚିକିତ୍ସି।ଳଯ
ଲଗାଣ ବର୍ଷାରେ ଭୁଶୁଡ଼ିଲା ଆୟୁର୍ବେଦ ଚିକିତ୍ସାଳୟ
ଖାଇରପୁଟ,୨୮/୮: ମାଲକାନଗିରି ଜିଲ୍ଲା ରେ ଗତ ଦୁଇ ଦିନଧରି ଲଗାଣ ବର୍ଷା ଲାଗି ରହିଛି । ନଦୀ ଗୁଡିକ ଫୁଲିବ ଲିବା ସହିତ ତଳିଆ ଅଞ୍ଚଳ ଗୁଡିକରେ ବର୍ଷା ଜଳ ପ୍ରଚୁର ପରିମାଣରେ ପ୍ରଭାହିତ ହେଉଛି । ଯାହା ଫଳରେ ଘର ଦ୍ଵାର ଭଙ୍ଗିବା ସହିତ ରାସ୍ତା ଘାଟ ଧୋଇଯାଇ ଇଥିବା ଦେଖିବାକୁ ମିଳିଛି । ବଣ୍ଡା ଘାଟିରେ ମଧ୍ଯ ଏହାର ପ୍ରଭାବ ଦେଖୁବାକୁ ମିନି ମିଳିଛି ।ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ସରକାରୀ ରୀ ଅୟୁର୍ବେଦ ଚିକିତ୍ସାଲୟ ଗୃହ ଭୁଷୁଡି ପଡିଛି । ଦୁଇ ଦିନ ଲଗାଣ ବର୍ଷା ଯୋଗୁ ଗୃହରେ ବର୍ଷା ପାଣି ପଶିବା ସହ କାନ୍ଥ ଭୁଷୁଡି ପଡିଛି । ଆୟୁର୍ବେଦିକ ମେଡିକାଲ ଲ ରେ ବର୍ଷା ପାଣି ବସିବାରୁ ମେଡିକାଲ ରେ ଥୁବା ଔଷଧ ଓ କାଗଜପତ୍ର ପାଣିରେ
ଭଜି ନଷ୍ଟ ହୋଇଯାଇଥିବା ଜଣାପଡିଛି ।