Education

ଚକିରି କର।ଇଦେବ। ନଁ। ରେ ଠକେଇ କୋଡ଼ିଙ୍ଗା ଥ।ନ।ରେ ଏତଲ।

ଚାକରି କରାଇଦେବା ନାଁରେ ଠକେଇ , କୋଡ଼ିଙ୍ଗା ଥାନାରେ ଏତଲା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ବାକ୍ଷର ଓ ଷ୍ଟାମ୍ପ୍ ବ୍ୟବହାର କରିଛି ଠକ

ପଡାହାଣ୍ଡି,28/8

ଚାକରି କା କରାଇଦେବା ନାଁ ରେ ଠକେଇ ଅଭିଯୋଗ ନେଇ ଥାନା ରେ ଦ୍ଵାରସ୍ତ ହଇଥିବା ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ କୋଡ଼ିଙ୍ଗା ଥାନା ଠାରେ । ବର୍ତ୍ତମାନ କୋଷାଗୁମୁଡା ବ୍ଲକ ର ଦୁଇ ଯୁବତୀ ତୀ ତଥା ଦୁଇ ଭଉଣୀ, କଳାମାଳ ଗାଁ ର ଜଣେ ଯୁବକ, ଶଙ୍କରଦା ଗାଁ ର ଯୁବକ,ପୋଇତିଗୁଡା ଗାଁ ର ଜଣେ ଯୁବକ, ଦୋଳପତି ପୁଟ(ମାଥୁଲି) ତଥା ମାଲକାନଗିରି ଜିଲ୍ଲାର ଜଣେ ଯୁବକଙ୍କ ଠାରୁ ଓ ଚିର୍ମା ଗ୍ରାମର ଜଣେ ଯୁବକ,ଙ୍କ ଠାରୁ ଓଓ୍ୱାଲ ପ୍ରାଇଭେଟ ଲିମିଟେଡ୍ ଭୁବନେଶ୍ବର ଏକ ଘରେଇ ସଂସ୍ଥା ବର୍ତ୍ତମାନ ର ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଲେଟର ପେଡ ରେ ଶ୍ରୀ ଗଣ୍ଡ ଙ୍କ ସ୍ବାକ୍ଷର ଓ ଷ୍ଟାମ୍ପ ମାରି ଜୋଇନିଙ୍ଗ ଲେଟର ମଧ୍ୟ ନିଜ ନିଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ରିଶ୍ମି କରିବା ପାଇଁ ଲେଟର କରିଥିବା ଦେଖ‌ିବା କୁ ମିଳିଛି। ଏହି ଠିକାସଂସ୍ଥା ଓ କୋଡ଼ିଙ୍ଗାର ସାହୁ ବାବୁ ବିଭିନ୍ନ ବିଭାଗରେ ଚାକିରୀ କରାଇଦେବୀ କହି ପ୍ରାୟ ଲକ୍ଷାଧିକ ଟଙ୍କା ନିଜ ଆଳାରଣ୍ଟ ଓ ସହଯୋଗୀ ଙ୍କ ଆକାଉଣ୍ଟ ରେ ଟଙ୍କା ନେଇ ଚୁପ ହୋଇରହିଯାଇଛି ଠକ । ଏଭଳି ରାକେଟ କୋଷାଗୁମୁଡା ରେ ଦିନକୁ ଦିନ ବଢିବା ରେ ସାଧାରଣ ରେ ଶୁଣିବାକୁ ମିଳୁଛି। ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ଠିକ ଚାକିରୀ ଯୋଗାଈ ନଦେବା କୁ ନେଇ ସମସ୍ତ ଯୁବକ ଏକତ୍ରିତ ହୋଇ ରବିବାର ସନ୍ଧ୍ୟାରେ କୋଡ଼ିଙ୍ଗା ଥାନା ରେ ବ୍ୟକ୍ତିଗତ ଭାବରେ ଗୋଟିଏ ଗୋଟିଏ ଲିଖୁତ ଅଭି ଯୋଗ ପତ୍ର ଦାଖଲ

କରିଥିଲେ । ସମସ୍ତ ଯୁବକ ମାନଙ୍କ

ଅଭିଯୋଗ ପ୍ରକାରେ କୋଡ଼ିଙ୍ଗା ରେ ରହୁଥ‌ିବା ଜଣେ ନିଲମ୍ବିତ ଶିକ୍ଷକ ତ‌ଥା ପ୍ରଦୀ ପ୍ରଦୀପ୍ତ କୁମାର ସା ସାହୁ ନାମକ ବ୍ୟକ୍ତି ବିଭିନ୍ନ ଚାକରି କରେଇ 2 ଦେବା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଜପ କରି ଚୁପ ବସି ବସି ରହିଛନ୍ତି ବୋଲି ଅଭିଯୋଗ କରିବା ସହ ପ୍ରମାଣ ด ନକୋଲ କପି ପୋଲିସ ଅଭିଯୋଗୋଳାରି ମାନେ ଦେଶ ଦଶ ଛନ୍ତି । ଅନ୍ୟପଟେ ଯେଉଁମାନେ ଚାକରି ପାଇବା ଆସା ରେ କିଏ ତ ସୁନା ବନ୍ଧକ ରଖ୍ କିଏ ଜମି ବନ୍ଧକ ରଖ୍ ଧାର ଉଦ୍ଧାର କରି ଟଙ୍କା ଦେଇଥିଲେ କିନ୍ତୁ ଟଙ୍କା ଦେବାର ବର୍ଷେ ବିତିଗଲା ସୁଦ୍ଧା ନାଁ ମିଳିଲା ଚାକରି ନାଁ ମିଳୁଛି ଦେଇଥିବା ଟଙ୍କା ଯାହାକୁ ନେଇ ବାରମ୍ବାର ଉକ୍ତ ବ୍ୟକ୍ତି ଙ୍କୁ ଟଙ୍କା ମାଗୁଥିବା ସ୍ୱତେ ମଧ୍ୟ ଟଙ୍କା ଫେରସ୍ତ ପାଉ ନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଏଠି ବଡ଼ ପ୍ରଶ୍ନ ଅଧୂବାସୀ ଅଧୂସୁତ ଦୁର୍ଗମ କୋଷାଗୁମୁଡା ବ୍ଲକ ରେ ଚାକରି କରିବାକୁ ଆସି କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ଗରିବ ନିରିହ ରିହ ଆଦିବାସୀ ଯୁବକ ଙ୍କୁ ନିଜ ଜାଲ ରେ ପକାଇ ଲକ୍ଷେ ଲକ୍ଷେ ଟଙ୍କା ହଡପ କରୁଛନ୍ତି ।

ନିରିହ ଆଦିବାସୀ ଅଞ୍ଚଳ ରେ ଏଭଳି ରାକେଟ ଚଳାଇ ଟଙ୍କା ହଡପ କରୁଛନ୍ତି ପରେ ଟଙ୍କା ଫେରସ୍ତ ମାଗି ମାଗିଲେ ନାଲି ଆଖ‌ି ଦେଖାଉଛନ୍ତି ବଲି ଥାନା ଏତଲା ଦେଇଥିବା ଯୁବକ ମାନେ ମ ମତ ଦେଇଥୁଳା ଦେଖୁବାକୁ ମିଳିଥିଲା । ଯୁବକ ମାନେ କୋଡ଼ିଙ୍ଗା ରେ ରହୁଥ‌ିବା ପ୍ରଦୀପ୍ତ କୁମାର ସାହୁ । ଙ୍କ ନାମରେ ଟ କରିଥିବା ସିଧା ସିଧା ଏତଲା କପି ରେ ଉଲ୍ଲେଖ କରିଥିବା ସୂଚନା ଯୋଗ୍ୟ । ପ୍ରଦୀପ୍ତ କୁମାର ସାହୁ ଶିକ୍ଷକ ଭାବେ ବଡ ଟଙ୍କା ହଡପ

ଆମ୍ବଡା ସାରକାରୀ ବିଦ୍ୟାଳୟରେ ରେ କାର୍ଯ୍ୟରତ ରହିଥିଲେ କିନ୍ତୁ ବର୍ତମାନ

ଚର୍ଚ୍ଚା ଚାଲିଛି। ଚାକିରୀ ଦେବା ପାଇଁ ଠକ ମାନେ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ତଥା

କାର୍ଯ୍ୟରୁ ନିଲମ୍ବିତ ହଇ ଘରେ ବସି ରହିଛନ୍ତି ଏବଂ ଅଞ୍ଚଳ ଅ ର ଗରିବ ଗିବ ନିରିହ ସରଳ ଯୁବକ ମାନଙ୍କୁ ଚାକରି କରାଇ ଦେବା ନାମ ରେ ତାଙ୍କ ଜାଲ ରେ ପକାଇ ଟଙ୍କା ହଜପ କରୁଛନ୍ତି ଯାହା ବର୍ତମାନ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। କମ୍ପୁଟର ଶିକ୍ଷକ ହେଉ ବା ସୁଭଦ୍ରା ହେଲ୍ମ ଡେସ୍କ ରେ ବା ସିକୁରିଟି ଚାକରି ପାଇଁ ବିଭିନ୍ନ ଘରଇ ସଂସ୍ଥା ରେ ଚାକରି କରାଇବା ନାଁ ରେ ସେ ଗ୍ରାମ ଗ୍ରାମ ବୁଲି ବେଜାର ଯୁବକ ଯୁବତୀ ଙ୍କୁ ମୁ ଚାକରି କରାଇଦେବି କହି ଠକି ବାରେ ଚାଲିଛନ୍ତି ଏଠି ବଜ୍ର ପ୍ରଶ୍ନ ଏତେବଡ ରକେଟ ରେ ରେ ସେ ଜଣେ ଅଛନ୍ତି ନାଁ ଆଉ କେତେଜଣ ସାମିଲ ରହିଛନ୍ତି ବଲି ବୁଦ୍ଧିଜୀବୀ ମହଲ ରେ

ନିତ୍ଯମ ପେପେ ନିତ୍ୟାନନ୍ଦ ଗଣ୍ଡ ଙ୍କ ସ୍ବାକ୍ଷର ଓ ଷ୍ଟାମ ପେପର ରେ ନିଯୁକ୍ତି ପତ୍ର ଦେଇଥିବା ଦେଖୁବାକୁ ମିଳିଛି।ବର୍ତମାନ ଏତଲା ଦେବା ପରେ କୋଡ଼ିଙ୍ଗା ଥାନାଧିକାରୀ ଦ୍ବାରା ଦୁଇ ପକ୍ଷ କୁ ଥାନା ରେ ଡାକି ମଙ୍ଗଳବାର ଦିନ ଜଣ ଜଣ ଙ୍କ ବୁଝାମଣା ପତ୍ର ସ୍ବାକ୍ଷର କରି ଥିଲେ । ଏବଂ ଏହି ଥାନା ପରିସରରେ ଅଭିଯୋଗ କରିଥିବା ଯୁବକ ଓ ଯୁବତୀଙ୍କୁ ଟଙ୍କା ଫୋନ ପେ ଓ କେସ ମାଧ୍ୟମରେ ଫେରସ୍ତ କରିଥିବା ଜଣାପଡ଼ିଛି।ବର୍ତମାନ ଦେଖୁବାକୁ ବାକି ରହିଲା ପୋଲିସ ପ୍ରଶାସନ କୁ ବର୍ତ୍ତମାନ ଏହି ରାକେଟ ର ମାଷ୍ଟର ମାଇଣ୍ଡ କୁ ଧରିବା ସହ ଏତେ ବଡ଼ ରାକେଟ କୁ ଧରିବାରେ କେତେ ସଫଳ ହେବ ଆଗକୁ ଦେଖୁବାରେ ରହିଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button