Education

ଅପ୍ରୋ ଚ୍ ରୋଡ ପ।ଇ କଥ। ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆପ୍ରୋଚ୍ ରୋଡ଼୍ ପାଇଁ କଥା ହେଲେ କେନ୍ଦ୍ରମନ୍ତ୍ରୀ

ଜିଲ୍ଲାପାଳଙ୍କୁ ବାଇକ୍‌ରେ ବସାଇ ଗାଁ’କୁ ଗଲେ

କଣିହାଁ,୨୭/୮: ବୁଧବାର କେନ୍ଦ୍ର

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା

ଗସ୍ତ ଅବସରରେ କଣିହାଁ ବ୍ଲକ୍‌ରେ ଏକାଧିକ

ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ହୋଇଥିଲା।

ଟିକିରା ନଦୀ ଉପରେ କଣିହାଁ-ପଟଖମଣ ଶ୍ରୀ ପ୍ରଧାନ ଜିଲ୍ଲା ଖଣିଜ ପାଣ୍ଠିରୁ ଏହି ପେଲର ନିର୍ମାଣ କାର୍ଯ୍ୟ ବର୍ଷକ ତଳୁ ଶେଷ ହୋଇଥିଲେ ପଟୁ ପୋଲର ଆପ୍ରୋଚ୍ ଦେଖାଦେଇଛି।

ରାସ୍ତାଟି ଏକ ଘରେଇ ମାଲିକାନାରେ ଥିବା ଜିଲ୍ଲାପାଳ ଙ୍କ ବାଇକି ରେ ବସେଇ ଗ୍ରାମ୍ୟ ଝୁମିଦେଇ ଯାଉଥିବାରୁ ଆପ୍ରୋଚ୍ ରୋଡ଼୍ ନିର୍ମାଣରେ ପ୍ରତିବନ୍ଧକ ସାଜିଛି।

ବୁଧୁବାର ପୋଲ ଲୋକାର୍ପଣ । ପରେ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ବାଇକ୍‌ରେ ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତରଙ୍କୁ ବସାଇ ପ୍ରାୟ ୫ଶହ ମିଟର ଦୂର ସିଧା ପଗଖମଣ ଗ୍ରାମରେ ପହଞ୍ଚିଥିଲେ।

ଗ୍ରାମର କୋଠଘର ସମ୍ମୁଖରେ ଅଟକି ଜମି ସାହୁଙ୍କୁ ଡକାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜମିମାଲିକଙ୍କ ସହ ରାସ୍ତା ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବା ସହ ଉପଯୁକ୍ତ କ୍ଷତିପୂରଣ ବଦଳରେ ଜମି ଜମି ହସ୍ତାନ୍ତର କରିବାକୁ ବୁଝାସୁଝା କରିଥିବା ଜଣାପଡ଼ିଛି। ରାସ୍ତା ସାର୍ଶରେ ଡ୍ରେନ୍ ନିର୍ମାଣ ଓ ଆଲୋକୀକରଣ

ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପରିଭ୍ରମଣ କରାଇଲେ କେନ୍ଦ୍ର ମନ୍ତ୍ରୀ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button