Education

ନୂଆଁଖାଇ ପ।ଇ ଗଡିବ ନି 8 ଓସଆରଟିସି ବସ

ନୂଆଁଖାଇ ପାଇଁ ଗଡ଼ିବନି ୮ ଓସ୍‌ଆରଟିସି ବସ୍

ଜୟପୁର,28/8: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଗଡ଼ିବନି ୮ ସରକାରୀ ବସ୍। ନୂଆପଡ଼ା, ବରଗଡ଼ ବଲାଙ୍ଗିର ଏବଂ ଭବାନୀପାଟଣା ଡିପୋର ଗାଡ଼ି କୋରାପୁ ଆସିବନି। ୨ ଦିନ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ ଅପ୍/ ଡାଉନ୍ ରୁଟ୍ ବନ୍ଦ ରହିବ ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଗମ(ଓଏସ୍‌ଆରଟିସି ) ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦି ଦିଆଯାଇଛି। ବିଭାଗୀୟ ସୂଚନା । । ଅନୁଯାୟୀ, ଭବାନୀପାଟଣ ଡିପୋର ବାନୀପାଟଣା–ବିଶାଖାପାଟଣା ଭାୟା ଜୟପୁର ପୁର ନାଇଟ୍ ଏକ୍ସପ୍ରେସ୍, ଭବାନୀପାଟା-ହାଇଦ୍ରାବାଦ୍ ଭାୟା ଜୟପୁର ଏବଂ ଭବାନୀପାଟଣା-ଜୟପୁର ବସ୍ ରହିବ। ବଲାଙ୍ଗିର ଡିପୋର ବଲାଙ୍ଗିର- ଦାମନଯୋଡ଼ି ଡେ’ ଏବଂ ନାଇଟ୍ ସର୍ଭିସ୍ କରିବନି। ସେହିପରି ବରଗଡ଼ ଡିପୋର ବରଗଡ଼ ନବରଙ୍ଗପୁର, ଝାରସୁଗୁଡ଼ା-ମାଲକାନଗିରି ଭାୟା ଜୟପୁର ଏବଂ ନୂଆପଡ଼ା ଡିପୋର ଖରିଆର-ଦାମନଯୋଡ଼ି ଭାୟା ଜୟପୁର ଅପ୍/ଡାଉନ୍ ରୁଟ୍‌ରେ ଗାଡ଼ି ବନ୍ଦ ରହିବ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button