Education

ପୀଲ।ଙ୍କୁ ଗ।ଡି ଦେଲେ ଅଭିଭ।ବକ ଗଣିବେ ଦଣ୍ଡ ଓ ଦଣ୍ଡିତ ହେବେ

ପିଲାଙ୍କୁ ଗାଡିଦେଲେ ଅଭିଭାବକ ଗଣିବେ ଦଣ୍ଡ

ରାୟଗଡ଼ା :28/8

ରାୟଗଡା ଜିଲ୍ଲା ଗାଡ଼ି ଚଳାଇବା ମହାଙ୍ଗା ସାବ୍ୟସ୍ତ ହୋଇଛି ଗୁଣପୁର କଲେଜ ସମ୍ମୁଖ ରାସ୍ତା ରେ ଗାଡି ପାଂଚ ସମୟରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅବିଭାବକଙ୍କୁ ମଧ୍ୟ ଡକାଯାଇ ସଚେତନ କରାଯାଇଥୁଲା ଆଗକୁ ମଧ୍ୟ ଏଭଳି ସାଂଚ କରାଯିବା ନେଇ ଜଣାପଡିଛି ୨୮ଜଣଙ୍କ ନାମରେ ଚାଲାଣ କଟାଯାଇ ୧୬୩୦୦୦ଟଙ୍କାର ଜରିମାନା

ତରଫରୁ ଗୁଣପୁର ମହାବିଦ୍ୟାଳୟ, ଛକଠାରେ ୧୮ବର୍ଷରୁ କମ ବୟସର ପିଲାମାନେ ଗାଡି ବାଇପାସ ଚଳାଉଥିବା ସମୟରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା । ପିଲା ଅପେକ୍ଷା ବାପାମାଆ ସଚେତନ ହେବା ଆବଶ୍ୟକ । ପିଳ ପିଲାଙ୍କୁ ଗାଡି ଦେବା ପୂର୍ବରୁ ଜନ୍ମ ତାରି ଦିଅନ୍ତୁ ନାହିଁ । ତାରିଖ ଯାଞ୍ଚ କରନ୍ତୁ । ସାବାଳକ ହୋଇ ନ ଥିଲେ ଗାଡି ଯଦି ଭାବପ୍ରବଣ ହୋଇ ପୁତ୍ର ମୋହରେ ଗାଡି ଚାବି ଦେଲେ ତେବେ ଯେକୌଣସି ମୁହୂର୍ତ୍ତରେ ଜରିମାନା ଭରିବେ ବିଶେଷ କରି କଲେଜ ପଢୁଆ ଛାତ୍ରଛାତ୍ରୀ ଓ ନାବାଳକଙ୍କୁ ନେଇ ସାବଧାନ ଓ ସତର୍କ କରା କରାଇଲା ପ୍ରଶାସନ ବିନା ହେଲମେଟ, ଲାଇସେନ୍ସ, ଦ୍ରୁତ ଗତି ରେ ଗାଡି ଚଳାଇବା ଓ ତାହା ପୁଣି ଏକାଧୂକଙ୍କୁ ଗାଡିରେ ବସାଇ

ଆଦାୟ କରାଯାଇଥିବା ରାୟଗଡା ଏମଭିଆଇ ପି. ଦୁର୍ଗାପ୍ରସାଦ ରାଓ ସୂଚନା ଦେଇଛନ୍ତି ଏବଂ ଦୁର୍ଘଟଣାକୁ ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ ସଦର ଏମ ଭି ଆଇ, ସେମାନଙ୍କ କର୍ମଚାରୀ, ଗୁଣପୁର ଆଦର୍ଶ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button