ଜମି ହଡପ ଷଡଯନ୍ତ୍ର ରେ ଔଷଧ ପ୍ରୟୋଗ ଦୁଇ ଏକର ମକ। ଚ।ଷକୁ ନଷ୍ଟ କରିଦେବ। ଅଭିଯୋଗ
ଜମି ହଡପ ଚକ୍ରାନ୍ତରେ ଔଷଧ ପକେଇ ଦୁଇ ଏକର ମକା ଚାଷ କୁ ନଷ୍ଟ କରିଦେବା ଅଭିଯୋଗ
ରାଇଘର, ଜମି ହଡପ କରିବାକୁ ଚକ୍ରାନ୍ତ କରି ଜଣଙ୍କ ଚାଷ ଜମିରେ ଘାସ ମରା ଔଷଧ ସ୍ପ୍ରେ କରି ଦୁଇ ଏକର ମକା ଚାଷ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ସୂଚନାଥାଉ କି
ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ କୁରାବେଡା ପଂଚାୟତ ର ରେଙ୍ଗାଭାଟି ଗ୍ରାମର କାଲିଆ ଗଣ୍ଡଙ୍କ ଦୁଇ ଏକର ମକାଜମି ରେଙ୍ଗାଭାଟି ନୂଆପାରା ଗ୍ରାମରେ ଥିବାବେଳେ ଆଜିକୁ ୩୦ ବର୍ଷ ହେଲା ଏହି ଜମି ଚାଷ କରିଆସୁଛନ୍ତି କାଲିଆ ଗଣ୍ଡ ପ୍ରତିବର୍ଷ ଭଳି ଏହି ବର୍ଷ คย ଚାଷ କରି ମକା ଲଗେଇଥିଲେ ମକା ଗଛ ଟିକେ ବଡ଼ ମଧ୍ୟ ହେଇଥିବା ବେଳେ ହଟା ରାତିରେ ରେଙ୍ଗାଭାଟି ଗ୍ରାମର ନୀଳାମ୍ବର ଗଣ୍ଡ କାଲିଆ ଗଣ୍ଡ ଙ୍କ ଜମି ହଡପ କରିବା ଚକ୍ରା ଚକ୍ରାନ୍ତ କରି ଏହି ମକା ଗଛରେ ଘାସ ମରା ଔଷଧ ମାରି ସମ୍ପୂର୍ଣ ମକା ଚାଷ କୁ ନଷ୍ଟ କରିଦେଲେ, ଲ, ଗରିବ କାଲିଆ ଗଣ୍ଡ ବହୁତ କଷ୍ଟରେ ୪୦ ହଜାର ଟଙ୍କା ଧାର କରଜ କରି ଚାଷ କରିଥିଳେ ଥିଲେ କିନ୍ତୁ ସବୁ ମାଟି ମାଟିରେ ମିଶିଗଲା ସମ୍ପୂର୍ଣ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି, ଏହି ବିଷୟରେ ରେ କାଲିଆ ଗଣ୍ଡ ରାଇ ଇଘର ଥାନା ରେ ଜଣେଇ ଥିଲେ ପରେ ପରେ ଥାନା ନାରେ ଦୁଇ ପାର୍ଟି ଆପେ ପୋଷ ବୁଝାମଣା କରି ୨୦ ତାରିଖ ସୁଦ୍ଧା ନୀଳାମ୍ବମର ଗଣ୍ଡ ୧୦ ହଜାର ଟଙ୍କା ଙ୍କା କ୍ଷତିପୂରଣ ରଣ ବାବଦକୁ ଦେବାକୁ ଏକ ରାଜିନାମା ଲିଖିତ ଆକା କାରରେ କାଲିଆ ଗଣ୍ଡ ଙ୍କୁ ଦେଇଥିଲେ କିନ୍ତୁ ବର୍ତମାନ ବର୍ତମାନ ସୁଦ୍ଧା Adv Srikanta Kumal ସମ୍ପୂର୍ଣ ପରିବାର ଙ୍କ ଦୁଃଖ JUS SE NOWC ଖିରୁ ଲୁହ ସରୁନି ଯଦି କ୍ଷତିପୂରଣ ନ ମିଳିଲେ ସମ୍ପୂର୍ଣ ପରିବାର ର ଆତ୍ମହତ୍ୟା କରିବେ ବୋଲି କାଳିଆ ଗଣ୍ଡ ତାଙ୍କ ସ୍ତ୍ରୀ କୌଶଲ୍ୟା ଗଣ୍ଡ ଏବଂ ପୁଅ ଟିବଲ ଗଣ୍ଡ ଚେତାବନୀ
ଦେଇ ଦଇଛନ୍ତି ।