Education

ଫେକ ଆଇଡି କରି ବିଜୈପିକୁ ଆଶ।ଳୀନ ମନ୍ତବ୍ଯ ଦେବ। ମାହାଙ୍ଗା ପଡିଲ।ଥ।ନ। ରେ ଅଟକ

ଫେକ ଆଇଡି କରି ବିଜେପିକୁ ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡିଲା ଥାନାରେ ଅଟକ, ପୂର୍ବରୁ ବିଜୁ ଯୁବ ବାହିନୀ କାର୍ଯ୍ୟକର୍ତା ଥ‌ିବା ଜଣାପଡିଛି

ବୌଦ୍ଧ : ୨୬/୦୮ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ସହିତ ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁଙ୍କୁ ସୋସିଆଲ ମିଡ଼ିଆ ରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକ କୁ ବୌଦ୍ଧ ପୋଲିସ ଥାନାକୁ ଆଣି ପଚାର ଉଚୁରା ଜାରି ରଖୁଛି । ସୂଚନା ଅନୁସାରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ସଦର ଗ୍ରାମର ଯୁବକ ମିଥୁନ ପାତ୍ର ଫେସବୁକ ରେ ବିକାଶ ପ୍ରଧାନ ନାମରେ ଆଇଡି ଖୋଲି ବିଭିନ୍ନ ସମୟରେ ବିଜେପି ଦଳ,ବଜରଙ୍ଗ ଦଳ,ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଏମିତି ସବୁ ଅନୁଷ୍ଠାନଙ୍କୁ ଅନେକ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଅନେକ ଅଶାଳୀନ ମନ୍ତବ୍ୟ ନେଇ ବୌଦ୍ଧ ଆଦର୍ଶ ଥାନା । ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବୌଦ୍ଧ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ଜାରି ରଖୁଥ‌ିବା ବେଳେ ମିଥୁନ ୧ * ପାତ୍ର ନାମକ ଜଣେ ଯୁବକ ବିକାଶ ପ୍ରଧାନ ନାମରେ ଏକ ଫେସବୁକ ଏକାଉଣ୍ଟ ଖୋଲି ଅଶାଳୀନ ମନ୍ତବ୍ୟ ଦେଇଥିବା ସ୍ପଷ୍ଟ ହୋଇଛି।ପୋଲିସ ଆଜି ମିଥୁନକୁ ଥାନାକୁ ଆଣି ପଚାର ଉଚୁରା ଜାରି ଥିବା ଜଣାପଡିଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button