ଶିକ୍ଷାଦାନ ବେଳେ ଶ୍ରେଣୀ ଗୃହ ରେ ପଶିଲ। ବର୍ଷ। ପ।ଣି
ଶିକ୍ଷାଦାନ ବେଳେ ଶ୍ରେଣୀଗୃହରେ ପଶିଲା ବର୍ଷାପାଣି
ନବରଙ୍ଗପୁର,27/8
ନବରଙ୍ଗପୁର ସହରରେ ମଙ୍ଗଳବାର ପ୍ରବଳ ବର୍ଷା ଇଛି। ବର୍ଷା ଯୋଗୁ ନୂଆବନ୍ଧ ସାହି 3 ରାଜୁସାହୁ ମଧ୍ୟରେ ଥିବା ମହାଦେବ ବିଦ୍ୟାପୀଠରେ ପାଣି ପଶିଯାଇଥିଲା ।
ଶିକ୍ଷାଦାନ ଚାଲିଥିବା ୪ଟି ଶ୍ରେଣୀ ଗୃହ ଓ ସ୍କୁଲ କାର୍ଯ କାର୍ଯ୍ୟାଳୟ ଭିତ ତରକୁ ପାଣି ପଶିଯିବା ସହ ଛାତରୁ ମଧ୍ଯ ପାଣି ଗଳିଥିଲା । ଫଳରେ ଛାତ୍ରୀଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। – ସେହିଭଳି ବିଦ୍ୟାଳୟରେ ୮ଜଣ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଗୋଟିଏ ଛୋଟିଆ କାର୍ଯ୍ୟାଳୟ ଥିବାରୁ ସେମାନଙ୍କୁ ଠିଆହେବାକୁ ମଧ୍ୟ ଜାଗା ନାହିଁ । ଏଭଳି ବିପଦସଙ୍କୁଳ ଅବସ୍ଥାରେ ସ୍କୁଲରେ ଶିକ୍ଷାଦାନ ଚାଲିଥିଲା। ଖବର ପାଇ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ପୌର ଅଧ୍ୟକ୍ଷ କୁନୁ ନାୟକ କାଉନସିଲର ଶର୍ମିଷ୍ଠା ଦେଓ ସେଠାରେ ପହଞ୍ଚୁ ଥିଲେ। ବିଧାୟକ ମାଝୀ ଶିକ୍ଷା ବିଭାଗର ଯନ୍ତ୍ରୀ, ବିଡିଓଙ୍କୁ ଘଟଣାସ୍ଥଳକୁ ଡକାଇ ପୁରୁଣା ଶ୍ରେଣୀଗୃହକୁ ଭାଙ୍ଗି ନୂତନ – ଶ୍ରେଣୀଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
୧୯୬୧ର ଦଦରା ଟିଣଛାତର ଦୁଇଟି ଶ୍ରେଣୀଗୃହରେ ଶିଶୁ ବାଟିକା, ପ୍ରଥମ, ଦ୍ଵିତୀୟ,
ବିଧାୟକ ସ୍କୁଲରେ ପହଞ୍ଚ୍ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଆଲୋଚନା କରୁଛନ୍ତି।
ତୃତୀୟ ଓ ଷଷ୍ଠ ଏବଂ ଅଷ୍ଟମ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଥିବାବେଳେ ଅନ୍ୟ ଏକ କଂକ୍ରିଟ ଛାତର ଦୁଇଟି ଶ୍ରେଣୀଗୃହରେ ଚତୁର୍ଥ, ପଞ୍ଚମ ଓ ୭ମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି । ବର୍ଷା ହେଲେ ୪ଟି ଶ୍ରେଣୀଗୃହର ଛାତରୁ ପାଣି ଗଳୁଥିବା ଶିକ୍ଷକମାନେ ପ୍ରକାଶ କରିଛନ୍ତି। ତେବେ ବିଦ୍ୟାଳୟ ପାଇଁ ଗୋଟିଏ ନୂତନ ଅତିରିକ୍ତ ଶ୍ରେଣୀଗୃହ ମଞ୍ଜୁର ହୋଇଛି । ୨ଦିନ ହେଲା ନୂଆ ଅତିରିକ୍ତ ରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଅ ହୋଇଥିବା କର୍ମଚାରୀମାନେ କହିଛନ୍ତି ବିଧାୟକଙ୍କୁ ସହରର ବହୁ ପୂରଣା ସ୍କୁଲ
ହୋଇଥିବା ଯୋଗୁ ଏହି ସ୍କୁଲକୁ ଗୁରୁତ୍ବ ଦେଇ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅଲ୍କାରୀମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଭଳି ନୂଆବନ୍ଦ ସାହିର ନାଳନର୍ଦ୍ଦମା ଫୁଲି ରାସ୍ତା ଉପରେ ପାଣି ଚାଲିଥିଲା । ବିଧାୟକ ୱାର୍ଡଗୁଡିକ ପରିଦର୍ଶନ କରି ନାଳନର୍ଦ୍ଦମା ମରାମତି ପ୍ରତି ପୌର ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଅ ଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।