Education

ମହିଳାଙ୍କ ଗ।ଡି ପୋଡି ଦେଲେ ଦୁବୃର୍ତ୍ତ ଚ।ରି ଦିନ ପରେ ବି ପୋଲିସ ହ।ତ ଖାଲି

ମହିଳାଙ୍କ ଗାଡି ପୋଡିଲେ ଦୁର୍ବୃତ୍ତ

ଚାରି ଦିନ ପରେ ବି ପୋଲିସ ହାତ ଖାଲି

ଛେଣ୍ଡିପଦା, ତା 27/8

ଓଡିଶାରେ ମହିଳା ସୁରକ୍ଷିତ ନ ଥ୍ବବ।ର ଏକ ନଗ୍ନ ନମୁନା ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦେଖୁବାକୁ ମିଳିଛି । ତେବେ ପୋଲିସ ତଦନ୍ତ କରି ସିସି କ୍ୟାମେରାର ଫୁଟେଜକୁ ମୋବାଇଲରେ ରେକର୍ଡ କରି ନେବା ପରେ ମଧ୍ୟ ଅପରାଧୀଙ୍କୁ ଚାରି ଦିନ ହେଲାଣି ନଧରି ଆହୁରି ଅଧିକରୁ ଅଧିକ ଅପରାଧ କରିବା ପାଇଁ ସୁଯୋଗ ଦେଉଥିବାରୁ ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ ନେବାରେ ଜଣାଯାଇଛି ଯେ, ଗାୟତ୍ରୀ ଫ୍ଲାଏ ଆସର ମାଲିକାଣୀ ପାଞ୍ଚାଳୀ ସାହୁ ନିଜ ରହୁଥ‌ିବା ଘର ସମୁଖରେ ସମ୍ପୂର୍ଣ ସିସିକ୍ୟାମେରା ପରିସର ମଧ୍ୟରେ ଶେଡ଼ ଭିତରେ ନିଜର ସ୍କୁଟି ଓ ବୁଲେଟକୁ ରଖ୍ କଣିହାଁ ବଜାରକୁ ଯାଇଥିବା ବେଳେ କଣିହାଁ ଥାନାକୁ ଆଗରୁ

ତେବେ ଥାନାରେ ବଡ଼ବାକୁ ନଥିବାରୁ ରାତି ପାଖାପାଖୂ ୯.୧୫ରେ ବାହାରି ନିଜ ଘର ବଡ଼ ଗୁଣ୍ଡୁରୀକୁ ଆସୁଥିବା ବେଳେ ରାସ୍ତାରେ ପୋଲିସ ଗାଡିକୁ ଦେଖ୍

Suryamani Sahoo Angul Odisha ନିଜ ଘରେ

ପହଞ୍ଚି ଥିଲେ ଆଉ ଯାହା ଦେଖୁଥିଲେ ସେ ବିଷୟରେ ପୋଲିସକୁ ଜଣାଇ ଚେତା ଶୂନ୍ୟ ହୋଇପଡ଼ିଥିଲେ। କାରଣ ଘର ପଟରେ ଲାଗିଥିବା ବିଜୁଳି କଟି ଯାଇଥିବା ବେଳେ ନିଜର ସ୍କୁଟି ଓ ବୁଲେଟକୁ କେହି ନିଆଁ ଲଗାଇ ଥିବା ଦେଖିବାକୁ ପାଇଥିଲେ। ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବାରୁ ମୁଁ ସେମାନଙ୍କୁ ଜାଣି ପାରୁ ନାହିଁ ବୋଲି କହୁଥିବା ବେଳେ ଆଇଆଇସିଙ୍କୁ ଭିଡିଓ କି ଫଟୋ ତଦନ୍ତ କାରି ଅଧିକାରୀ ଦେଖାଇ ନଥୁବାରୁ ମୁଁ କିଛି ଜାଣି ପାରି ନାହିଁ ବୋଲି କହିଛନ୍ତି । ଜିଲ୍ଲା ଏସପି ଠାରୁ ଆରମ୍ଭ କରି ଏସଡିପିଓ ସହିତ ମୋଟ ୬ ଜଣଙ୍କ ନାମରେ ପୂର୍ବ କେସରେ ଅଭିଯୋଗ କରିଥିବାରୁ ସେମାନେ ଜାଣିଶୁଣି ମୋ ଅଭିଯୋଗର ତଦନ୍ତକୁ ବାଟବଣା କରି ମୋତେ ଅଧିକରୁ ଅଧିକ ହରାସମେଣ୍ଟ କରୁଥିବା କ୍ଷୋଭର ସହିତ ମାଲିକାଣୀ ପାଞ୍ଚାଳୀ ସାହୁ କ‌ହିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button