Education

ଡି ଆର ସି ଏସ ଅଫିସ ରାସ୍ତା ଖୋଳିଦେଲେ ଜମି ମାଲିକ

ଡିଆର୍‌ସିଏସ୍ ଅଫିସ୍ ରାସ୍ତା ଖୋଳିଦେଲେ ଜମି ମାଲିକ

ନବରଙ୍ଗପୁର,27/8

ନବରଙ୍ଗପୁର ଜିଲ୍ଲା ଡିଆର୍‌ସିଏସ୍ ଅଫିସ୍ ରାସ୍ତାକୁ ନିଜର ଜମି ଦାବି କରି ଜଣେ ଜମି ମାଲିକ ରାସ୍ତାରେ ନାଳ ଖୋଳି ଦେଇଛନ୍ତି । ସେହିଭଳି ଗାଁ ଭିତର ଦେଇ ଯାଇଥୁବା ଅନ୍ୟରାସ୍ତାଟି ମଧ୍ଯ ଜବର ଜବରଦଖଲ ଯୋଗୁ ଅଣଓସାରିଆ ହୋଇ ଇ ରହିଛି ଫଳରେ ବିଭିନ୍ନ କାମରେ କାର୍ଯ୍ୟାଳୟକୁ ଆସୁଥୁବା ଚାଷୀ ଓ ଅନ୍ୟମ ନ୍ୟମାନେ ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି |

ସୂଚନାଯୋଗ୍ୟ ଯେ, ପ୍ରାୟ ୭ ବର୍ଷ ତଳେ ନବରଙ୍ଗପୁର ସହରରରୁ ୩କି.ମି ଦୂର କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ଡିଆର୍‌ସିଏସ୍ ଅଫିସ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପ୍ରାୟ ୪୦ ସେଣ୍ଟ ଜମିରେ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାରେ କୋଠା ନିର୍ମାଣ କରାଯାଇଥିଲା। ତେବେ ରାଜସ୍ବ ବିଭାଗ ସରକାରୀ ଦପ୍ତର ପାଇଁ ଜମି ଚିହ୍ନଟ । * କରିଥିବାବେଳେ ଅଫିସ ଅଫିସ୍‌କୁ ଯାତାୟାତ ନେଇ ମୁଖ୍ୟରାସ୍ତାର କେଉଁ ଦିଗରେ ରାସ୍ତା ପାଇଁ ଜାଗା ଜାଗା ରଖାଯାଇଥ୍ ଇଥିଲା

କି ନାହିଁ ତାହା ଡିଆର୍‌ସିଏସ୍ କର୍ମଚାରୀଙ୍କୁ ଜଣାନାହିଁ। କେନ୍ଦ୍ରୀୟ ବିଦ୍ୟାଳୟ ଯିବା ଲାଗି ପକ୍କା ପିଚୁ ରାସ୍ତା ପାର୍ଶ୍ଵରେ ପ୍ରାୟ ୫୦ ମିଟର ଜମି ଡେଇଁବା ପରେ ଡିଆର୍‌ସିଏସ୍ ଅଫିସ୍‌କୁ ମୁଖ୍ୟରାସ୍ତା ଭାବେ କର୍ମଚାରୀ ଓ ଚାଷୀମାନେ ବ୍ୟବହାର କରୁଥିଲେ। ବର୍ତ୍ତମାନ ଜମି ମାଲିକ ଡିଆର୍‌ସିଏସ୍ ଅଫିସର ମୁଖ୍ୟରାସ୍ତାକୁ ନିଜର ଜମି ବୋଲି ଦାବି କରି ରାସ୍ତା ଉପରେ ନାଳ ଖୋଳି ନିଜର ଅକ୍ତିଆରକୁ ନେଇଛନ୍ତି। ବର୍ତ୍ତମାନ ଚାଷୀ ପଞ୍ଜିକରଣ ଚାଲିଥିବା ବେଳେ ଡିଆର୍ସିଏସ୍ ଅଫିସକୁ ଯିବା ଲାଗି ରାସ୍ତା ବନ୍ଦ ଯୋଗୁ ସରକାରୀ କାର୍ଯ୍ୟବାଧା ରହିଥ‌ିବା ଯୋଗୁ ପ୍ରାପ୍ତ ହୋଇଛି। ଏ ନେଇ ଡିଆ ସଦାନନ୍ଦ ଡିଆର୍‌ସିଏସ୍ ବେହେରାଙ୍କୁ ଯୋଗାଯୋଗ କରିବାରୁ ରାଜସ୍ବ ବିଭାଗକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ରାଜସ୍ବ ବିଭାଗ ଜମି ଚିହ୍ନଟ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି

ଖୋଳା ହୋଇଥିବା ରାସ୍ତା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button