Education

ଭିଏତନାମ ଚମକିଲେ ଓଡିଆ ପୁଅ ସୁପର ଟାଲେଣ୍ଟ ସବ ଟାଇଟଲ ହ।ସଲ କରିଛନ୍ତି

ଭିଏତ୍ନାମରେ ଚମକିଲେ ଓଡ଼ିଆ ପୁଅ

ନବରଙ୍ଗପୁର,26/8: ମଡେଲିଂ ପ୍ରତିଯୋଗିତାରେ ଭିଏତ୍‌ନାମରେ ଚମକିଛନ୍ତି ଜଣେ ଓଡ଼ିଶା ପୁଅ। ବିଭିନ୍ନ ଦେଶର ୫୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ‘ସୁପର ଟ୍ୟାଲେଣ୍ଟ’ ସବ୍‌ ଟାଇଟଲ ହାସଲ କରିଛନ୍ତି।

ସେ ହେଉଛତି ନବରଙ୍ଗପୁର ବୃକ୍ ତାରାଗାଁର ତାହିଦ ହାସନ ଖାଁ। ପିତା ତାରିଖ ହାସନ ଖାଁ ଓ ମା’ ଅସମା ବାନୋଙ୍କ ପୁଅ ଏବଂ ପୂର୍ବତନ ମନ୍ତ୍ରୀ ଜନାବ୍ ହବିବୁଲ୍ଲା ଖାଁଙ୍କ ନାତି ହେଉଛନ୍ତି ତାହିଦ। ସେ ଭୁବନେଶ୍ୱର ଭିଏଭି ସ୍କୁଲର ସପ୍ତପ ଶ୍ରେଣୀ ଛାତ୍ର ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button