Education

ବର୍ଷା ରେ ଭାଙ୍ଗି ଲ। ମହିଳାଙ୍କ ଘର, ଭିତରେ ରୋଗଗ୍ରସ୍ତ ସ୍ଵାମୀ

ବର୍ଷାରେ ଭାଙ୍ଗିଲା ମହିଳାଙ୍କ ଘର; ଭିତରେ ରୋଗଗ୍ରସ୍ତ ସ୍ବାମୀ

ରାଇଘର, 26/8 : ଗୋଟେପରେ ରୋଗୀଣ। ସ୍ବାମୀ ଙ୍କୁ ଧରି ଘର ଭିତରେ ଥିବାବେଳେ ହଟାତ ଲଘୁଋପ ଜନିତ ବର୍ଷାରେ ଗରିବ ମହିଳାଙ୍କ ଭାଙ୍ଗିଲା ଘର ବହୁତ କଷ୍ଟରେ ଘରଭିତର ଆସବାବ ଜିଣିଷ ବାହାର କଲେ ଚାର କଲେ ମହିଳା , ଏହିଭଳି ଦୁଃଖଦ ଘଟଣା ଦେଖୁବାକୁ ମିଳିଛି ଘୁମରାପଦର ଗ୍ରାମରେ ସୂଚନାଥାଉକି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପାରୁଆ ପଂୟତ ର ଘୁମରାପଦର ଗ୍ରାମର କେକରୁ ଗଣ୍ଡ ଏବଂ ତାଙ୍କ ସ୍ତ୍ରୀ ବଦନ୍ତୀ ଗଣ୍ଡ ରାତିରେ ସୋଇଥିବାବେଳେ ହଟାତ ଲଗାଣ ବର୍ଷାରେ ଘର କାନ୍ଥ ଭାଙ୍ଗିଯିବା ଫଳରେ ଦୁହେଁ ସ୍ଵାମୀ ସ୍ତ୍ରୀ ନିଜ ଜୀନ ବଞ୍ଚେଇବା ପାଇଁ ଘର ବାହାରେ ଦୌଡି ପଳେଇଥିଲେ ଡରିକି ଚିତ୍କାର କରିବା ପରେ ପଡୋଶୀ ଘର ଲୋକେ ଆସି ଘର । ଭିତର ଜିଣିଷପତ୍ର ବା ବାହାର କରିଥିଲେ, ବଦନ୍ତୀ ଗଣ୍ଡ ଙ୍କ ସ୍ଵାମୀ କୀଡନି ଜନିତ ରୋଗରେ ଆକ୍ରାନ୍ତ ହୋଇ ପଇସା ଅଭାବରୁ ଚିକିତ୍ସା ହୋଇ ପାରୁନୡ ନଥୁବାରୁ ଘରେରହି ମୃତ୍ୟୁସହ ସଂଘର୍ଷ କରୁଥିବା ବେଳେ ହଟାତ ଏହିଭଳି ଘର ଭାଙ୍ଗିଯିବା ଫଳରେ ଚିନ୍ତାରେ ସ୍ତ୍ରୀ ବଦନ୍ତୀ ଗଣ୍ଡ ରିବାରଙ୍କୁ ଦ୍ବୟ ଯୋଜନାରେ ଏହି ଗରିବ ପରିବାର ଗୋଟେ ପରେ ରୋଗୀଣା ସ୍ଵାମୀ ଗୋଟେ ପଟେ ଭଙ୍ଗା ଘର, ଯଥାଶୀଘ୍ର ଅନ୍ତଦ୍ୱୟ ଯୋଜନ। ସରକାରୀ ଘର ଖଣ୍ଡିଏ ଯୋଗେଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button