Education

କୋରାପୁଟ ରୁ ଭୂବନେଶ୍ବର ଦିନ ବେଳେ ଚ।ଲିବ ଟ୍ରେନ

କୋରାପୁଟରୁ ଭୁବନେଶ୍ୱର ଦିନ ବେଳା ଚାଲିବ ଟ୍ରେନ୍ !

ରାୟଗଡ଼ା,25/8: ରାୟଗଡାରୁ ଭୁବନେଶ୍ୱରକୁ ଦିନ ବେଳା ଏକ ଟ୍ରେନ ଚ।ଲୁ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି ଦୀର୍ଘ ଦୀର୍ଘ ବର୍ଷର ଦାବି ସତ୍ତ୍ୱେ ଆଜି ଯାଏଁ ଦିନ ବେଳେ ଟ୍ରେନ ଚଳାଚଳ ହୋଇ ପାରିନଥିବା ବେଳେ ଏବେ କୋରାପୁଟରୁ ଭୁବନେଶ୍ବରକୁ ଟ୍ରେନ ଚଳାଚଳ କରିବ କରିବା ନେଇ ଆଶା ସଞ୍ଚାର ହୋଇଛି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ରେନ୍ ସେବା ଆରମ୍ଭ କରିବା ପାଇଁ କାର୍ଯ୍ୟକ୍ଷମ ସମ୍ଭାବନା ଯା କରିବାକୁ ରେଳବାଇ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ଏହି ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆ ନିଆଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କୋରାପୁଟ ବିଧାୟକ ରଘୁରାମ ମାଛଙ୍କୁ ଯାଞ୍ଚ

60 ମାଧ୍ୟମରେ ଜଣାଇଛନ୍ତି ରେଳ ମନ୍ତ୍ରୀଙ୍କ ଏହି ଚିଠି ପରେ ରେ ଅଭିଭକ୍ତ କୋରାପୁଟ ଜିଲାବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଦିନ ସମୟରେ କୋରାପୁଟ ଠାରୁ ଭୁବନେଶ୍ୱରକୁ କୌଣସି ଟ୍ରେନ ଚଳାଚଳ କରୁନଥିବାରୁ କୋରାପୁଟ ଓ ରାୟଗଡ ଜିଲାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଭିଭକ୍ତ କୋରାପୁଟ ଜିଲାବାସୀଙ୍କ ମୌଳିକ ଦାବିକୁ ଯଥାର୍ଥତା ଦର୍ଶାଇ କୋରାପୁଟ ବିଧାୟକ ରଘୁରାମ ରାମ ମାଛ ଦିନରେ କୋରାପୁଟ ଠାରୁ ଭୁବନେଶ୍ୱରକୁ ଏକ ଟ୍ରେନ ଚଳାଚଳ କରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲୋ ଏ ନେଇ କୋରାପୁଟ ବିଧାୟକ ରଘୁରାମ ମାଛ ଓ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ

ବୈଷ୍ଣବଙ୍କୁ ଗତ ଜୁଲାଇ ୩୦ ତାରିଖରେ ସାକ୍ଷାତ୍‌ କରି ଏକ ଦାବିପତ୍ର ପ୍ରଦାନ କରିଥିଲୋ କୋରାପୁଟରୁ ଭାୟା ବିଜୟନଗରମ୍, ରାୟଗଡା, ବ୍ରହ୍ମପୁର ଏବଂ ସମ୍ବଲପୁର ଦେଇ ଭୁବନେଶ୍ଵରକୁ ନୂତନ ଟ୍ରେନ୍ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲୋ ତାପରେ ରେଳ ମନ୍ତ୍ରୀଙ୍କ ପଦକ୍ଷେପକୁ ଜିଲାବାସୀ ସ୍ଵାଗତ କରିଛନ୍ତି। ଏହି ରୁଟରେ ଦିନ ବେଳା ଟ୍ରେନ ଚଳାଚଳ କଲେ କଣ ସବୁ ସୁବିଧା ଓ ଅସୁବିଧା ରହିଛି, ଯାତ୍ରୀଙ୍କ ଭିଡ, ଟ୍ରାଫିକ୍ କଣ୍ଟ୍ରୋଲ, ଯାତ୍ରୀଙ୍କ ସୁରକ୍ଷା ନେଇ ରେଳବାଇ କର୍ତ୍ତୃପକ୍ଷ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ ବୋଲି ଜଣେ ବରିଷ୍ଠ ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button