DistrictEntertainment
ଘର୍ ଭିତରୁ ନାଗସାପ ଉଦ୍ଧାର

ଭଞ୍ଜନଗର,୨୫/ ୮ : ଭଞ୍ଜନଗର ବ୍ଲକ୍ ସାନକୋଦଣ୍ଡା ପଞ୍ଚାୟତ ବଡପଥରା ଗ୍ରାମରୁ ଛଅଫୁଟ ଲମ୍ବର ନାଗସାପ ଉଦ୍ଧାର ହୋଇଛି। ସାପଟି ଗ୍ରାମର ରାଜନ ବିଷୋୟୀଙ୍କ ଘରେ ଥିବା ପରିବାର ଲୋକେ ଦେଖିଥିଲେ। ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଓ ଭିକାରୀ ବିଷୋୟୀ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିବା ଜଣାପଡିଛି।