Education

ସୋଲାର ଲାଇଟ୍ ଅଚଳ,ଅନ୍ଧାରରେ ଗ୍ରାମ ବାସୀ

ସୋଲାର୍ ଲାଇଟ୍ ଅଚଳ, ଅନ୍ଧାରରେ ଗ୍ରାମବାସୀ

କଲ୍ୟାଣସିଂହପୁର,25/8: ଧାମୁଣିପଙ୍ଗା ପଞ୍ଚାୟତ ହାତୀ ହାତୀମୁଣ୍ଡା ଗାଁର ଆଦିବାସୀ ସାହି ଓ ଦୋରାସାହିରେ ଲାଗିଥିବା ସୋଲାର ଲାଇଟ୍ ଗୁଡ଼ିକ ଅଚଳ ହୋଇଯାଇଛି। ପାଇଛି। ସନ୍ଧ୍ୟା ହେଲେ ଅନ୍ଧାର ମାଡ଼ି ଆସୁଛି। । ଲୋକେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କର କରାଯାଇଛି। ତଥାପି ମରାମତି କରାଯାଉନି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ବର୍ଷ ତଳେ ପଞ୍ଚାୟତ ପକ୍ଷରୁ ୫ଟି ସୋଲାର ଲାଇଟ୍ ଉକ୍ତ ସାହିରେ ଲଗାଯାଇଥିଲା।

ବର୍ତ୍ତମାନ । ସେଗୁଡ଼ିକ ଅଚଳ ହୋଇଯାଇଛି। ଲାଇଟ୍ ଗୁଡ଼ିକ ଖଞ୍ଜାଯିବାର ୨ରୁ ୩ ମାସ ଜଳିବା ପରେ

ଧୂରେ ଧୂରେ ଅଚଳ ହୋଇଯାଇଛି। ଏ ନେଇ ଗ୍ରାମବାସୀ ସରପଞ୍ଚଙ୍କୁ ଙ୍କୁ ଅବଗତ କରାଯାଇଛି। ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସନ୍ଧ୍ୟା ଲୋକଙ୍କୁ ଅନ୍ଧ ଅନ୍ଧାରରେ ରହିବାକୁ ପଡୁଛି। ବର୍ତ୍ତମାନ ବର୍ଷାଋତୁ କାରଣରୁ ସରୀଶୃପ ଘରେ ପଶୁ ଛନ୍ତି। ସୋଲା ଲାର ଲାଇଟ କାର୍ଯ୍ୟରେ ଆସୁ ନଥୁବାରୁ ସାପର ଭୟ ରହୁଥ‌ିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଅଚଳ ସୋଲାର ଲାଇଟ୍‌ର ମରାମ ରାମତି ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button