ଜୟପୁର ସବ ଜେଲ ରେ କୋରାପୁଟ ଆରକ୍ଷୀ ,ଅଧିକ୍ଷକ ଙ୍କ ଫ୍ୟ।ରେଡ୍
ଜୟପୁର ସବ୍ ଜେଲ୍ରେ କୋରାପୁଟ ଆରକ୍ଷୀ ଅଧୂକ୍ଷକଙ୍କ ପ୍ୟାରେଡ୍
ଜେଲ୍ ଫେରନ୍ତା ଉପରେ ରହିବ ସ୍ବତନ୍ତ୍ର ନଜର – ଏସପି କୋରାପୁଟ
ଜୟପୁର,25/8 :
ସବ ଜେଲ୍ ପରିଦର୍ଶନ ତଥା ପ୍ୟାରେଡ୍ ପରେ ପ୍ରତିକ୍ରିୟା ରଖୁଛନ୍ତି କୋରାପୁଟ ଏସପି ରୋହିତ ବର୍ମା। ପ୍ରତ୍ୟେକ ରବିବାର ଦିନ ଜେଲ୍ ପ୍ୟାରେଡ୍ ହେବା ନେଇ କହିଛନ୍ତି କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ୍ ବର୍ମା। ଜେଲ୍ ପ୍ୟାରେଡ୍ ବେଳେ ଆଇଆଇସି ଏବଂ ଏସଡିପିଓ ମାନେ ନିଜେ ଉପସ୍ଥିତ ରହିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋରାପୁଟ ଏସପି। ଜେଲ୍ ପ୍ୟାରେଡ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ
କୋରାପୁଟ ପୋଲିସ ବିଭାଗ ଜେଲ gendra Singh ଫେରନ୍ତା ଅପରାଧୀଙ୍କ ଉପରେ ରହିବ
“ସ୍ୱତନ୍ତ୍ର ନଜର ବୋଲି କୋରାପୁଟ ଜିଲ୍ଲା ଆଜିସେକାଳ ରଖବରାଦିକ ସମ୍ମିଳନୀରେ
ଇନଗତ କହିଛନ୍ତି। ଏବଂ ଫେରନ୍ତା କୋୟଦୀ ମାନେ ଯେପରି ମୁଖ୍ୟ ସ୍ରୋତରେ ଫେରୁଛନ୍ତି କି ନା ?ହିଁ ତାହା ଉପରେ ମଧ୍ୟ ନଜର ରଖାଯିବ ବୋଲି ଲି ବୋଲି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ରୋହିତ୍ ବର୍ମା କହିଛନ୍ତି। ଯଦି ଯଦି ମୁଖ୍ଯ ସ୍ରୋତରେ ନ ଫେରିଲେ ପୁଣି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏବଂ ସାଧାରଣ ଜନତା ଅସୁବିଧା ଯେପରି ନ ହେବେ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ୍ ବର୍ମା ସୂଚନା ଦେଇଛନ୍ତି। ଆଜି ଜୟପୁର ସ୍ଵତନ୍ତ୍ର ଉପ କାରାଗାରରେ ପହଞ୍ଚି ଜେଲ୍ ପ୍ୟାରେଡ କରିଛନ୍ତି କୋରାପୁଟ ଏସପି ରୋହିତ୍ ବର୍ମା।



