Education

ଗ୍ରାମ ଉନ୍ନୟନ ବିଭାଗ ର ରାଜ୍ୟ ସ୍ତରୀୟ ସମୀକ୍ଷା କଲେ ମନ୍ତ୍ରୀ

ଗ୍ରାମ୍ଯ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା କଲେ ମନ୍ତ୍ରୀ

ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, 24/8

ଭୁବନେଶ୍ୱର ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ଉନ୍ମୟନ ବିଭାଗ (ଗର ରାଜ୍ୟସ୍ତରୀୟ ସମୀକ୍ଷା ମନ୍ତ୍ରୀ ରବିନାରାୟଣ ନାଏକଙ୍କ ରବିବାର ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ଟି ବିଭାଜନର କାର୍ଯ୍ୟକୁ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ନାଏକ ନିର୍ଦ୍ଧାରିତ ସମୟ

ଏହା ସହ ଅର୍ଥକ ବର୍ଷ ୨୦୨୫-୨୬ରେ ଅନ୍ୟ ଯୋଳନା 6 ଗୁଡ଼ିକର ନିର୍ମାଣ ନିର୍ମାଣ ଲକ୍ଷ୍ୟ ବିଷୟରେ ରେ ଆଲୋଚନା ହୋ ହୋଇଥିଲା।

ବିଭାଗ ହେଉଛି ଗୁମଞ୍ଚଳର ଜନସାଧକ୍ଷରଣଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ବିଭାଗ। ପଞ୍ଚ ବର୍ଷ ମଧ୍ୟରେ ୩୦,୦୦୦ କିମି ରାଗା,

ସମୀକ୍ଷା କରିବାପାଇଁ ଏକ କ୍ଷେତ୍ରୀୟ ଟିମ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତିଟି ପ୍ରକଳ୍ପ ନିର୍ମାଣରେ ମାନ ବଜାୟ ରଖୁବା ସହ ସ୍ଥିରୀକୃତ ସମୟରେ ନିର୍ମାଣ ସମ୍ପୂର୍ଣ୍ଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦାୟିତ୍ଵରେ ଅବହେଳା ଯୋଗୁଁ ନିର୍ମାଣରେ ବିଳମ୍ବ ଓ ନିର୍ମାଣ ମାନରେ ଅସଂଗତି ରହିଲେ ଉତ୍ତରଦାୟିତ୍ଵ ସ୍ଥିର କରି ଦରମାବଦ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button