
ପାରଳାଖେମୁଣ୍ଡି, ୨୩/୮: ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଏକ ଅଗ୍ରଣୀ ମହିଳା ସଂଗଠନ ପ୍ରଗତି ମହିଳା ସଙ୍ଗଠନ ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀଙ୍କୁ ଏସ
କେ ପି ବିଶ୍ଵ ହ୍ୟୁମାନ ରାଇଟସର ଧାର୍ମିକ ଓ ସାଂସ୍କୃତିକ କର୍ମୀ ସଂଘ ର ଗଜପତି ଜିଲ୍ଲା କର୍ଡିନେଟ ର ଭାବେ ନିଯୁକ୍ତ ପାଇଥିବା ଜଣା ପଡ଼ିଛି ତାଙ୍କର ଏହି ନିଯୁକ୍ତିକୁ ନେଇ ବିଭିନ୍ନ ମହଲରେ ସ୍ବାଗତ ର ସୁଅ ଛୁଟିଛି l