Education

ଭିନ୍ନ କ୍ଷମ ଦୁଇ ଭଉଣୀଙ୍କ ସ।ହ।ଭରସ। 75 ବର୍ଷୀୟ ବୁଡି ମ। ଙ୍କୁ ମିଳୁନି ସରକ।ରୀ ସାହାଯ୍ୟ

ଭିନ୍ନକ୍ଷମ ଦୁଇ ଭଉଣୀଙ୍କ ସାହା ଭରସା ୭୫ ବର୍ଷୀୟ ବୁଢ଼ୀ ମାଙ୍କୁ ମିଳୁନି ସରକାରୀ ସାହାଯ୍ୟ

ରାଇଘର ସରକାର ଗଲେ ନୂତନ ସରକାର ଆସିଲେ କିନ୍ତୁ ଦୁଃଖ ସରିନି ଅସହାୟ ଦୁଇ ଭଉଣୀଙ୍କ ଙ୍କ ଆଧାର କାର୍ଡ କା ନ ଥିବାରୁ ଭିନ୍ନକ୍ଷମ ଦୁଇଜଣ ଭଉ ଭଉଣୀ ଙ୍କୁ ମିଳୁନି କୌଣସି ସରକାରୀ ସାହାଯ୍ୟ ପ୍ୟ ସୂଚନା ସୂଚ ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦୁର୍ଗମ ହଳଦୀ ପଂଚାୟତ ର ଅଞ୍ଚଳା ଭିମାଡ଼ିହି ଭିମାଡ଼ିହି ଗ୍ରାମର ୭୫ ବର୍ଷୀୟା ବୃଦ୍ଧା ଙ୍କ ଦୁଇଜଣ ଜଣ ଭିନ୍ନକ୍ଷମ ଝିଅ କନ୍ଦି

ଗଣ୍ଡ ଏବଂ ଖଡି ଗଣ୍ଡ ଜଣେ କଥା କହି ପାରୁନଥିବା ବେଳେ ଜଣେ ଭଉଣୀ ଚଳାବୁଲା କରିପାରୁନାହିଁ ଦୁଃଖର ବିଷୟ ବୁଢ଼ୀ ମା ଙ୍କୁ ଯାହା ପେନସନ ମିଳୁଛି ସେଥ୍ରେ ଦୁଇଜଣ ଭିନ୍ନକ୍ଷମ ଝିଅ ଙ୍କୁ ପୋଶୁଛି ବୁଢ଼ୀ ମା ଏହି ଦୁଇଜଣ ଭଉଣୀ ଙ୍କୁ ମିଳୁନି ସରକାରୀ ଚାଉଳ, ସରକାରୀ ଘର ଖଣ୍ଡିଏ ନାହିଁ ଭଙ୍ଗା ଦଦରା ଘ ଘରେ ର ରହିଛନ୍ତି । ଉପାନ୍ତ ଅଞ୍ଚଳ ବୋଲି କୌଣସି ସରକାରୀ ବାବୁଙ୍କ ନଜର ପଡିନି ସେଥ‌ିପାଇଁ ବହୁତ ଦୟନୀୟ ଅସହାୟ ଅବସ୍ଥାରେ ପଡିରହିଛନ୍ତି ଭିନ୍ନକ୍ଷମ ଦୁଇ ଝିଅ ଙ୍କ ସହ ବୁ ବୁଢ଼ୀ ମା, ହଳଦୀ ପଂଚାୟତ ର ସରପଞ୍ଚ ଏବଂ ଗ୍ରାମ ର ମେମ୍ବରଙ୍କ ଆଖିରେ ପଡିନି ଏହି ତିନିଜଣ ଙ୍କ ଦୁଃ ଦୁଃଖ, ଯଥାଶୀଘ୍ର ଏହି ଦୁଇ ଭଉଣୀ ଙ୍କୁ ସରକାରୀ ଘର ସହ ସରକାରୀ ଚାଉଳ ଗଇଁ ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button