ଆଧ।ର କଡ ନ ଥିବ।ରୁ ସରକାରୀ ଯୋଜନାରୁ ବଞ୍ଚିତ ଭିନ୍ନ କ୍ଷମ ଦୁଇ ଭ ଉ ଣୀ
ଆଧାର କାର୍ଡି ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଦୁଇ ଭଉଣୀ
ରାଇଘର, 23/8 ସରକାର ଗଲେ ନୂତନ ସରକାର ଆସିଲେ କିନ୍ତୁ ଦୁଃଖ ସରିନି ଅସହାୟ ଦୁଇ ଭଉଣୀଙ୍କ ଆଧାର କାର୍ଡ ନ ଥୁବାରୁ ଭିନ୍ନକ୍ଷମ ଦୁଇଜଣ ଭଉଣୀ ଙ୍କୁ ମିଳୁନି କୌଣସି ସରକାରୀ ସାହାଯ୍ୟ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦୁର୍ଗମ ହଳଦୀ ପଂୟୟତ ୟତ ର ଭିମାଡ଼ିହି ଗ୍ରାମର ୭୫ ବର୍ଷୀୟା ବୃଦ୍ଧା ଙ୍କ ଦୁଇଜଣ ଭିନ୍ନକ୍ଷମ ଝିଅ କନ୍ଦି ଗଣ୍ଡ ଏ ଏବଂ ଖଡି ଗଣ୍ଡ ଜଣେ କଥା କହି ପାରୁନଥିବା ବେଳେ ଜଣେ ଭଉଣୀ ଚଳାବୁଲା କରିପାରୁନାହିଁ ଦୁଃଖର ବିଷୟ ବୁଢ଼ୀ ମା ଙ୍କୁ ଯାହା ପେନସନ ମିଳୁଛି ସେଥ୍ରେ ଦୁଇଜଣ ଭିତ୍ତକ୍ଷମ ଝିଅ ଙ୍କୁ ପୋଶୁଛି ବୁଢ଼ୀ ମା ଏହି ଦୁଇଜଣ ଭଉଣୀ ଙ୍କୁ ଘରେ ରହିଛନ୍ତି, ଉପାନ୍ତ ଅଞ୍ଚଳ ବୋଲି କୌଣସି ସରକାରୀ ବାବୁଙ୍କ ନଜର ଜର ପଡିନି ସେଥିପାଇଁ ବହୁତ ଦୟନୀୟ ଅସହାୟ ଅବସ୍ଥାରେ ପଡିରହିଛନ୍ତି ଭିନ୍ନକ୍ଷମ ଦୁଇ
ମେମ୍ବରଙ୍କ ଯଥାଶୀଘ୍ର ଏହି ଦୁଇ ଭଉଣା କୁ ଆଜ୍ରେ ପଡିନି ଏହି ତିନିଜଣ କ ଦୁଃଖ, ଯଥା ସରକାରୀ ଘର ସହ ସରକାରୀ ଋଉଳ ଏବଂ ପେନସନ ଯୋଗେଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।